୧୩ଟି ଜିଲ୍ଲାରେ ୨୨ଟି ନୂତନ NAC ଗଠନ

୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ କେଉଁଠି ସେଲିବ୍ରେସନ ତ କେଉଁଠି ନିରାଶା। ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ନେଇ ଶାସକକୁ ଘେରିଛି ବିରୋଧୀ।

୧୩ଟି ଜିଲ୍ଲାରେ ୨୨ଟି ନୂତନ NAC ଗଠନ

ଭୋଟ୍ ପୂର୍ବରୁ ନିତି ହେଉଥିବା ଘୋଷଣା ଭିତରେ ମୁଖ୍ୟମନ୍ତ୍ରୀ ଆଜି ୧୩ଟି ଜିଲ୍ଲାରେ ୨୨ଟି ନୂତନ NAC ଗଠନ ସହ ଭଞ୍ଜନଗର NACକୁ ମୁନିସିପାଲିଟିକୁ ପଦୋନ୍ନତି ଦେଇଛନ୍ତି। ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ କେଉଁଠି ସେଲିବ୍ରେସନ ତ କେଉଁଠି ନିରାଶା। ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ନେଇ ଶାସକକୁ ଘେରିଛି ବିରୋଧୀ।