୧୪ ଦିନିଆ ବିଦେଶ ଗସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ୱର: ଅଷ୍ଟ୍ରେଲିଆ ସ୍ୱଦନି ଠାରେ ମିଳିତ ଜାତିସଂଘ ସଂସଦୀୟ ସଂଗଠନ ବୈଠକ ୩ ରୁ ୮ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଜାପାନର ଟୋକିଓ ସାଉଥକୋରିଆର ସିଆଲ ଠାରେ ପ୍ରଭାସି ଓଡ଼ିଆଙ୍କ ସହିତ ସାକ୍ଷାତକର ବହୁତ ଭଲ ଥିଲା। ଏହି ସମୟରେ ଭାରତୀୟ ଦୂତବାସ ସହିତ ସାକ୍ଷାତ କରିବା ସହିତ ସ୍ଥାନୀୟ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ବୁଲିଥିଲେ ବାଚସ୍ପତି। ବୈଠିକ ବହୁତ ଗୁରୁତ୍ୱପୂର୍ଣ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ କରିବା ନେଇ ଆଲୋଚନା ହେଇଥିଲା।ଏଆଇର ବ୍ୟବହାର, ବ୍ୟବହାର ସମୟରେ ଆସୁଥିବା […]

୧୪ ଦିନିଆ ବିଦେଶ ଗସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ୱର: ଅଷ୍ଟ୍ରେଲିଆ ସ୍ୱଦନି ଠାରେ ମିଳିତ ଜାତିସଂଘ ସଂସଦୀୟ ସଂଗଠନ ବୈଠକ ୩ ରୁ ୮ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଜାପାନର ଟୋକିଓ ସାଉଥକୋରିଆର ସିଆଲ ଠାରେ ପ୍ରଭାସି ଓଡ଼ିଆଙ୍କ ସହିତ ସାକ୍ଷାତକର ବହୁତ ଭଲ ଥିଲା। ଏହି ସମୟରେ ଭାରତୀୟ ଦୂତବାସ ସହିତ ସାକ୍ଷାତ କରିବା ସହିତ ସ୍ଥାନୀୟ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ବୁଲିଥିଲେ ବାଚସ୍ପତି।
ବୈଠିକ ବହୁତ ଗୁରୁତ୍ୱପୂର୍ଣ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ କରିବା ନେଇ ଆଲୋଚନା ହେଇଥିଲା।ଏଆଇର ବ୍ୟବହାର, ବ୍ୟବହାର ସମୟରେ ଆସୁଥିବା ସମସ୍ୟା ଓ ତାର ସମାଧାନକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା।
ଅନେକ ମହିଳା ପାଲ୍ୟାମେନାଟର ଵି ଯୋଗ ଦେଇଥିଲେ,ଦକ୍ଷତା ବିକାଶ ସହିତ ସେମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରିବା ସେ ବିଷୟରେ ଆଲୋଚନା ହେଇଥିଲା ଏହି ବୈଠିକରେ।
ଗଣତନ୍ତ୍ରରେ LGBT ଙ୍କ ଯୋଗଦାନ ବିବିଧ କ୍ଷେତ୍ରରେ ଶିକ୍ଷା ସ୍ଵାଥ୍ୟ ଉସକର ସହହେଇପାରିବା ଆଲୋଚନା ହେଇଥିଲେ।ଏହି ବୈଠିକ ବେଶ ସଫଳ ଓ ଫଳପ୍ରଦ ହେଇଛି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ।