୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା ଭାରତ

ରାଜକୋଟ,୧୮।୨: ରାଜକୋଟ ଟେଷ୍ଟରେ ଭାରତ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଏକ ବଡ଼ ରେକର୍ଡ କରିଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୧୮ଟି ଛକା ମାରିଛି। ସେ ଏକ ଇନିଂସରେ ଭାରତୀୟ ଦଳ ଦ୍ୱାରା ସର୍ବାଧିକ ଛକା ମାରିବାରେ ୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ମୁମ୍ବାଇ ଟେଷ୍ଟରେ ଭାରତ ଏକ ଇନିଂସରେ ୧୫ ଛକା ମାରିଥିଲା। ୧୮ ଛକା: ବନାମ ଇଂଲଣ୍ଡ (ରାଜକୋଟ, […] The post ୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା ଭାରତ appeared first on Dharitri Odia News.

୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା ଭାରତ

ରାଜକୋଟ,୧୮।୨: ରାଜକୋଟ ଟେଷ୍ଟରେ ଭାରତ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଏକ ବଡ଼ ରେକର୍ଡ କରିଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୧୮ଟି ଛକା ମାରିଛି। ସେ ଏକ ଇନିଂସରେ ଭାରତୀୟ ଦଳ ଦ୍ୱାରା ସର୍ବାଧିକ ଛକା ମାରିବାରେ ୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ମୁମ୍ବାଇ ଟେଷ୍ଟରେ ଭାରତ ଏକ ଇନିଂସରେ ୧୫ ଛକା ମାରିଥିଲା।
୧୮ ଛକା: ବନାମ ଇଂଲଣ୍ଡ (ରାଜକୋଟ, ୨୦୨୪)
୧୫ ଛକା: ବନାମ ଶ୍ରୀଲଙ୍କା (ମୁମ୍ବାଇ, ୨୦୦୯)
୧୪ ଛକା: ବନାମ ଦକ୍ଷିଣ ଆଫ୍ରିକା (ବିଶାଖାପାଟନମ,୨୦୧୯) (୨ୟ ଇନିଂସ)
୧୩ ଛକା: ବନାମ ଦକ୍ଷିଣ ଆଫ୍ରିକା (ବିଶାଖାପାଟନମ, ୨୦୧୯) (ପ୍ରଥମ ଇନିଂସ)
୧୩ ଛକା: ବନାମ ଦକ୍ଷିଣ ଆଫ୍ରିକା (ରାଞ୍ଚି, ୨୦୧୯)

The post ୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା ଭାରତ appeared first on Dharitri Odia News.