୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍
ନନ୍ଦିଘୋଷ ବ୍ୟୁରୋ: ପୁଣି ସାମନାକୁ ଆସିଲ ବଡ଼ ଦୁର୍ଘଟଣା ଖବର । ଜମ୍ମୁ କଶ୍ମୀରରୁ ଆସିଛି ଏକ ଭୟଙ୍କର ସଡ଼କ... The post ୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ appeared first on .
ନନ୍ଦିଘୋଷ ବ୍ୟୁରୋ: ପୁଣି ସାମନାକୁ ଆସିଲ ବଡ଼ ଦୁର୍ଘଟଣା ଖବର । ଜମ୍ମୁ କଶ୍ମୀରରୁ ଆସିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର। ୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
The post ୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ appeared first on .