୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟାକରି ଘୋଡ଼ାଇଦେଲେ ମହୁଲପତ୍ର

ରିଆମାଳ,୨୬।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ମହୁଲପତ୍ର ଘୋଡ଼ାଇ ଦେଇଛନ୍ତି ହତ୍ୟାକାରୀ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଯୁବକ ଜଣକ ହେଉଛନ୍ତି ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭)। ଗତ ୨୪ ତାରିଖରୁ ଯୁବକ ଜଣଙ୍କ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ ପାଇ ନ […] The post ୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟାକରି ଘୋଡ଼ାଇଦେଲେ ମହୁଲପତ୍ର appeared first on Dharitri Odia News.

୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟାକରି ଘୋଡ଼ାଇଦେଲେ ମହୁଲପତ୍ର

ରିଆମାଳ,୨୬।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ମହୁଲପତ୍ର ଘୋଡ଼ାଇ ଦେଇଛନ୍ତି ହତ୍ୟାକାରୀ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଯୁବକ ଜଣକ ହେଉଛନ୍ତି ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭)। ଗତ ୨୪ ତାରିଖରୁ ଯୁବକ ଜଣଙ୍କ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ବୁଧବାର ସକାଳୁ ପରିବାର ଲୋକ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟାକରି ଘୋଡ଼ାଇଦେଲେ ମହୁଲପତ୍ର appeared first on Dharitri Odia News.