୧୮ ନମ୍ବର ୱାର୍ଡରେ ବିଜେଡିର ପରିବାର ସଂପର୍କ ଅଭିଯାନ

ସମ୍ବଲପୁର : ବିଜୁ ଜନତା ଦଳ ତରଫରୁ ପରିବାର ସମ୍ପର୍କ ଅଭିଯାନ ର ଅଂଶବିଶେଷ ଭାବେ ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନମ୍ବର-୧୮ ର ଷ୍ଟେସନ ପଡ଼ା ଓ ୱାର୍ଡ ନମ୍ବର-୧୪ ର ବନ୍ଧ ପଡ଼ା ଠାରେ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ର ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଇଂ.ସିଦ୍ଧାର୍ଥ ଦାସ ଯୋଗଦେଇ ପଡ଼ାବାସୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କ […] The post ୧୮ ନମ୍ବର ୱାର୍ଡରେ ବିଜେଡିର ପରିବାର ସଂପର୍କ ଅଭିଯାନ appeared first on Odisha.News.

୧୮ ନମ୍ବର ୱାର୍ଡରେ ବିଜେଡିର ପରିବାର ସଂପର୍କ ଅଭିଯାନ

ସମ୍ବଲପୁର : ବିଜୁ ଜନତା ଦଳ ତରଫରୁ ପରିବାର ସମ୍ପର୍କ ଅଭିଯାନ ର ଅଂଶବିଶେଷ ଭାବେ ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନମ୍ବର-୧୮ ର ଷ୍ଟେସନ ପଡ଼ା ଓ ୱାର୍ଡ ନମ୍ବର-୧୪ ର ବନ୍ଧ ପଡ଼ା ଠାରେ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ର ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଇଂ.ସିଦ୍ଧାର୍ଥ ଦାସ ଯୋଗଦେଇ ପଡ଼ାବାସୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କ ରେ ବିଚାର ବିମର୍ଷ କରିଥିଲେ I ୧୮ ନମ୍ବର ୱାର୍ଡ ରେ ଥିବା ବନ୍ଧ(ପୋଖରୀ)ର ପୁନରୁଦ୍ଧାର,୧୪ ନମ୍ବର ୱାର୍ଡ ରେ ପାନୀୟ ଜଳ ସମସ୍ୟା, ସ୍ୱଚ୍ଛାଳୟ ସମସ୍ୟା ଉପରେ ଅବିଳମ୍ବେ କତୃପକ୍ଷଙ୍କ ସହ ଆଲୋଚନା କରୀ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା I ବିଜେଡି ତରଫରୁ ଅନୁଷ୍ଠିତ ଏହି ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଦାସଙ୍କ ସହ ସମ୍ବଲପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଦିଲୀପ ଦାଶ,ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଇଂ.ଦୀନେଶ ସେଠ,ବରିଷ୍ଠ ନେତା ଶ୍ରୀ ଭରତ ସୁନା,ଶ୍ରୀ ରାଜା ସିକନ୍ଦର,ଇଂ. ନିଶିଥ ଆକାଶ,ଶ୍ରୀ ବନମାଳୀ ନାଗ,ଶ୍ରୀ ମୁକେଶ ପ୍ରଧାନ,ଶ୍ରୀ ଧରତୀ ଛତ୍ରପାଳ,ଶ୍ରୀ ନରେଶ ଭାଇନା,ଶ୍ରୀ ଅଲେଖ ଭାଇନା,ଶ୍ରୀମତୀ ଋତୁ ଶ୍ରୀଛୁଆଁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ I

The post ୧୮ ନମ୍ବର ୱାର୍ଡରେ ବିଜେଡିର ପରିବାର ସଂପର୍କ ଅଭିଯାନ appeared first on Odisha.News.