୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ,୧୧।୨: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେମିଫାଇନାଲରେ ମଧ୍ୟ ଭାରତୀୟ ଦଳ ଟାର୍ଗେଟକୁ ପିଛା କରି ବିଜୟୀ ହୋଇଥିଲା। ଭାରତୀୟ ଟିମ: ଆଦର୍ଶ ସିଂ, ଅର୍ଶିନ କୁଲକର୍ଣ୍ଣି, ମୁଶିର ଖାନ, ଉଦୟ ଶରଣ(ଅଧିନାୟକ), ପ୍ରିୟନସୁ ମଲିଆ, ସଚିନ ଧାସ, ଆରାଭେଲି ଅବନେଶ (ୱିକେଟ୍ କିପର), ମୁରୁଗାନ୍ ଅଭିଷେକ, ରାଜ ଲିମ୍ବାନୀ, ନାମାନ ତିୱାରୀ, ସୌମ୍ୟ ପାଣ୍ଡେ। ଅଷ୍ଟ୍ରେଲିଆ ଟିମ୍: ହ୍ୟାରି ଡିକ୍ସନ୍, ସାମ […] The post ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୧୧।୨: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେମିଫାଇନାଲରେ ମଧ୍ୟ ଭାରତୀୟ ଦଳ ଟାର୍ଗେଟକୁ ପିଛା କରି ବିଜୟୀ ହୋଇଥିଲା।
ଭାରତୀୟ ଟିମ: ଆଦର୍ଶ ସିଂ, ଅର୍ଶିନ କୁଲକର୍ଣ୍ଣି, ମୁଶିର ଖାନ, ଉଦୟ ଶରଣ(ଅଧିନାୟକ), ପ୍ରିୟନସୁ ମଲିଆ, ସଚିନ ଧାସ, ଆରାଭେଲି ଅବନେଶ (ୱିକେଟ୍ କିପର), ମୁରୁଗାନ୍ ଅଭିଷେକ, ରାଜ ଲିମ୍ବାନୀ, ନାମାନ ତିୱାରୀ, ସୌମ୍ୟ ପାଣ୍ଡେ।
ଅଷ୍ଟ୍ରେଲିଆ ଟିମ୍: ହ୍ୟାରି ଡିକ୍ସନ୍, ସାମ କନଷ୍ଟାସ୍, ହଗ୍ ୱାଇବଗେନ୍ (ଅଧିନାୟକ), ହରଜା ସିଂ, ରିଆନ୍ ହିକ୍ସ (ୱିକେଟ୍ କିପର), ଅଲିଭର ପାଇକ୍, ରାଫେ ମ୍ୟାକମିଲାନ୍, ଚାର୍ଲି ଆଣ୍ଡରସନ୍, ଟମ୍ ଷ୍ଟ୍ରେକର, ମହଲି ବିର୍ଡମ୍ୟାନ୍ ଏବଂ କାଲୁମ୍ ଭିଡଲର୍।
The post ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି appeared first on Dharitri Odia News.