୨ ଟି ବାଇକକୁ ଧକ୍କା ଦେଲା ଟ୍ୟାଙ୍କର,ଘଟଣାସ୍ଥଳରେ ୨ ମୃତ
ରାୟଗଡା ୧୨/୬: ୨ଟି ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର । ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର ।ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ରାୟଗଡା ଜିଲ୍ଲା ବିଷମକଟକ ଥାନା ଭାତପୁର ପଞ୍ଚାୟତ ବୃନ୍ଦାବାଡି ନିକଟ ୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା । ୨ଟି ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର । ମୃତକ ଓ ଆହତଙ୍କ କୌଣସି ପରିଚୟ ମିଳିପାରିନି । ଗୁରୁତରଙ୍କୁ ଉଦ୍ଧାର କରି ବିଷମ କଟକ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।