୨ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ୨ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୮,୨୯,୩୦ ତାରିଖ ମଧ୍ୟରେ ଯେକୌଣସି ୨ ଦିନ ଓଡିଶା ଗସ୍ତରେ ଆସି ପାରନ୍ତି । ଭୁବନେଶ୍ୱରରେ ଆୟୋଜିତ ବିଧାୟକ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ ଅମିତ ଶାହ । ଏହାସହ ସମ୍ବଲପୁର ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।