୨ ପଞ୍ଚାୟତର ୬୩ ହିତାଧିକରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ

ଖଜୁରୀପଡ଼ା, ୨୮।୩( ବିଦୁର ବେହେରା): ଖଜୁରୀପଡ଼ା ତହସିଲ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ନୂଆଁ ଗାଁ ପଞ୍ଚାୟତର ବାଳିଶୁଗ୍ରି, ବରେଗୁଡ଼ା ଏବଂ ଦଳ ପଡା ପଞ୍ଚାୟତର ଡାଞ୍ଜୁ ଗାଁର ୬୩ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ତହସିଲଦାର ଶୁଭଶ୍ରୀ ରଥ,ରେଭନ୍ୟୁ ସୁପର୍‌ ଭାଇଜର ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ,ରାଜସ୍ବ ନୀରିକ୍ଷକା ପ୍ରଜ୍ଞା ପରମିତା ପ୍ରଧାନ, ଏଫ. ଆର୍‌.ଏ. କୋଡ଼ିନେଟର ରମାକାନ୍ତ ସାହାଣୀ ,ସହକାରୀ ସୋମନାଥ ସାହା ପ୍ରମୁଖ ଉପସ୍ଥିତ […] The post ୨ ପଞ୍ଚାୟତର ୬୩ ହିତାଧିକରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ appeared first on Dharitri Odia News.

୨ ପଞ୍ଚାୟତର ୬୩ ହିତାଧିକରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ

ଖଜୁରୀପଡ଼ା, ୨୮।୩( ବିଦୁର ବେହେରା): ଖଜୁରୀପଡ଼ା ତହସିଲ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ନୂଆଁ ଗାଁ ପଞ୍ଚାୟତର ବାଳିଶୁଗ୍ରି, ବରେଗୁଡ଼ା ଏବଂ ଦଳ ପଡା ପଞ୍ଚାୟତର ଡାଞ୍ଜୁ ଗାଁର ୬୩ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ତହସିଲଦାର ଶୁଭଶ୍ରୀ ରଥ,ରେଭନ୍ୟୁ ସୁପର୍‌ ଭାଇଜର ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ,ରାଜସ୍ବ ନୀରିକ୍ଷକା ପ୍ରଜ୍ଞା ପରମିତା ପ୍ରଧାନ, ଏଫ. ଆର୍‌.ଏ. କୋଡ଼ିନେଟର ରମାକାନ୍ତ ସାହାଣୀ ,ସହକାରୀ ସୋମନାଥ ସାହା ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ କରାଯାଇ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବ। ତାସହିତ ଜଙ୍ଗଲ ସୁରକ୍ଷା ଉପରେ ସଚେତନା କରାଯିବ ବୋଲି ସୂଚନା ମିଳିଛି ।

The post ୨ ପଞ୍ଚାୟତର ୬୩ ହିତାଧିକରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ appeared first on Dharitri Odia News.