୨ ଫୁଟ ଚଉଡ଼ା, ୫୦ ଫୁଟ ଉଚ୍ଚର କୋଠା
ନୂଆଦିଲ୍ଲୀ: ମାତ୍ର ଦେଢ଼ରୁ ୨ ଫୁଟ ଚଉଡ଼ାବିଶିଷ୍ଟ ସ୍ଥାନରେ ୫୦ ଫୁଟରୁ ଅଧିକ ଉଚ୍ଚର ଏକ କୋଠା ନିର୍ମାଣ ହୋଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏତେ ସଂକୀର୍ଣ୍ଣ ଜାଗାରେ ନିର୍ମାଣ ହୋଇଥିବା ଉକ୍ତ କୋଠାର ବ୍ୟବହାରିକତାକୁ ନେଇ ପ୍ରଶ୍ନ କରିଛନ୍ତି। The post ୨ ଫୁଟ ଚଉଡ଼ା, ୫୦ ଫୁଟ ଉଚ୍ଚର କୋଠା appeared first on Dharitri Odia News.
ନୂଆଦିଲ୍ଲୀ: ମାତ୍ର ଦେଢ଼ରୁ ୨ ଫୁଟ ଚଉଡ଼ାବିଶିଷ୍ଟ ସ୍ଥାନରେ ୫୦ ଫୁଟରୁ ଅଧିକ ଉଚ୍ଚର ଏକ କୋଠା ନିର୍ମାଣ ହୋଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏତେ ସଂକୀର୍ଣ୍ଣ ଜାଗାରେ ନିର୍ମାଣ ହୋଇଥିବା ଉକ୍ତ କୋଠାର ବ୍ୟବହାରିକତାକୁ ନେଇ ପ୍ରଶ୍ନ କରିଛନ୍ତି।
The post ୨ ଫୁଟ ଚଉଡ଼ା, ୫୦ ଫୁଟ ଉଚ୍ଚର କୋଠା appeared first on Dharitri Odia News.