୨ଟି ହାତୀ ଦାନ୍ତ ଜବତ କଲା ବନ ବିଭାଗ, ୧୦ ଗିରଫ
ଡେସ୍କ: ରାଉରକେଲା ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୀ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କେ. ବାଲାଙ୍ଗ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କରିବା ସହ ୧୦ ଜଣକୁ ଗିରଫ କରିଛି। ଦୁଇଟି ହାତୀ ଦାନ୍ତ ମଧ୍ୟରୁ ଗୋଟିଏ ଦାନ୍ତର ଲମ୍ବ ୨୪ ଇଞ୍ଚ ଥିବା ବେଳେ ଅନ୍ୟ ଦାନ୍ତଟି ୨୨ ଇଞ୍ଚ ରହିଛି। ଦୁଇଟି ଯାକ ହାତୀ ଦାନ୍ତର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।