୨ଶହ ହିତାଧିକାରୀଙ୍କୁ ମିଳିଲା ନୂଆ ରାଶନକାର୍ଡ

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ମଙ୍ଗଳବାର ନୂତନ ୨ଶହ ହିତାଧିକାରୀଙ୍କୁ ବିଧାୟକ ଅଖିଳ ଚନ୍ଦ୍ର ନାୟକ ରାଶନ କାର୍ଡ ବିତରଣ କରିଛନ୍ତି। ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ, ପାଟଣା ବିଧାୟକଙ୍କ ପ୍ରତିନିଧି […] The post ୨ଶହ ହିତାଧିକାରୀଙ୍କୁ ମିଳିଲା ନୂଆ ରାଶନକାର୍ଡ appeared first on Dharitri Odia News.

୨ଶହ ହିତାଧିକାରୀଙ୍କୁ ମିଳିଲା ନୂଆ ରାଶନକାର୍ଡ

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ମଙ୍ଗଳବାର ନୂତନ ୨ଶହ ହିତାଧିକାରୀଙ୍କୁ ବିଧାୟକ ଅଖିଳ ଚନ୍ଦ୍ର ନାୟକ ରାଶନ କାର୍ଡ ବିତରଣ କରିଛନ୍ତି। ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ଭାଜପା ନେତା ରାଧାକାନ୍ତ ମହାନ୍ତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ,ଜି ପି ଡି ଓ ରଶ୍ମି ରେଖା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ କାର୍ଯ୍ୟ କ୍ରମକୁ ଯୋଗାଣ ଅଧିକାରୀ ସୁନିତା ମାର୍ଣ୍ଡି ସଂଯୋଜନା କରିଥିଲେ।

The post ୨ଶହ ହିତାଧିକାରୀଙ୍କୁ ମିଳିଲା ନୂଆ ରାଶନକାର୍ଡ appeared first on Dharitri Odia News.