୨୦୧୮ ମାର୍ଚ୍ଚରେ ରବିନା ଟଣ୍ଡନ୍। ଆଉ ଏବେ ଶିଳ୍ପା ସେଟ୍ଟୀ

ଏବେ ଖୋଦ୍ ମନ୍ଦିର ସୁପରଭାଇଜରଙ୍କ ଉପସ୍ଥିତିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ହେଲା ମନ୍ଦିର ପରିଦର୍ଶନ ସମୟର ଫଟୋ ଓ ଭିଡିଓଗ୍ରାଫି।

୨୦୧୮ ମାର୍ଚ୍ଚରେ ରବିନା ଟଣ୍ଡନ୍। ଆଉ ଏବେ ଶିଳ୍ପା ସେଟ୍ଟୀ

୨୦୧୮ ମାର୍ଚ୍ଚରେ ରବିନା ଟଣ୍ଡନ୍। ଆଉ ଏବେ ଶିଳ୍ପା ସେଟ୍ଟୀ। ପ୍ରଥମ ଘଟଣାର ପାଖାପାଖି ସାଢ଼େ ୬ ବର୍ଷ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଭିଡିଓଗ୍ରାଫିକୁ ନେଇ ବିବାଦରେ ଆଉ ଜଣେ ବଲିଉଡ୍ ସୁନ୍ଦରୀ। ସେବେ ପୋଲିସ୍, ସେବାୟତ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରର ମୁଖଶାଳା ଆଗରେ ରୂପ ଚର୍ଯାର ଟିପ୍ସ ଦେଇଥିଲେ ରବିନା। ଆଉ ଏବେ ଖୋଦ୍ ମନ୍ଦିର ସୁପରଭାଇଜରଙ୍କ ଉପସ୍ଥିତିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ହେଲା ମନ୍ଦିର ପରିଦର୍ଶନ ସମୟର ଫଟୋ ଓ ଭିଡିଓଗ୍ରାଫି।