୨୦୨୦ ଗୋବିନ୍ଦ ବେହେରା ହତ୍ୟା ମାମଲା : ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କଟକ ୮।୧୧: ବାଙ୍କୀ ଗୋବିନ୍ଦ ବେହେରା ହତ୍ୟା ମାମଲାର ରାୟ ପ୍ରକାଶ । ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଓପିଆଇଡି କୋର୍ଟ ଜଜ୍ । ହତ୍ୟା ଘଟଣାର ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମୃତକ ଥିଲେ ନଣ୍ଡା ଓରଫ ଗୋବିନ୍ଦ ବେହେରା । ୨୦୨୦ ଅକ୍ଟୋବର ମାସରେ ରାଜନୈତିକ ହିଂସା ଘଟିଥିଲା । ହିଂସାର ଶିକାର ହୋଇଥିଲେ ଗୋବିନ୍ଦ ବେହେରା । ଅଭିଯୁକ୍ତ ମାନେ ବୋମା ପକାଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ।You Can Read:ଯୁବତୀଙ୍କୁ ସୋସିଆଲ ମିଡ଼ିଆରେ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ, କଟକରୁ ବିହାର ଯୁବକ ଗିରଫ

୨୦୨୦ ଗୋବିନ୍ଦ ବେହେରା ହତ୍ୟା ମାମଲା : ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କଟକ ୮।୧୧: ବାଙ୍କୀ ଗୋବିନ୍ଦ ବେହେରା ହତ୍ୟା ମାମଲାର ରାୟ ପ୍ରକାଶ । ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଓପିଆଇଡି କୋର୍ଟ ଜଜ୍ । ହତ୍ୟା ଘଟଣାର ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମୃତକ ଥିଲେ ନଣ୍ଡା ଓରଫ ଗୋବିନ୍ଦ ବେହେରା । 

୨୦୨୦ ଅକ୍ଟୋବର ମାସରେ ରାଜନୈତିକ ହିଂସା ଘଟିଥିଲା । ହିଂସାର ଶିକାର ହୋଇଥିଲେ ଗୋବିନ୍ଦ ବେହେରା । ଅଭିଯୁକ୍ତ ମାନେ ବୋମା ପକାଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ।

You Can Read:

ଯୁବତୀଙ୍କୁ ସୋସିଆଲ ମିଡ଼ିଆରେ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ, କଟକରୁ ବିହାର ଯୁବକ ଗିରଫ