୨୦୨୩ ସୁଶାନ୍ତ ନାଏକ ହତ୍ୟା ମାମଲା : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ବର ୨୦।୫: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର । ୨୪ ମେ’ ୨୦୨୩ ସୁଶାନ୍ତ ନାଏକ ଓରଫ କାଳିଆକୁ ଅତି ବୀଭତ୍ସ ଭାବରେ ଜିଡି ବସ୍ତିରେ ହତ୍ୟା କରାଯାଇଥିଲା । ଏଥିରେ ୫ ଜଣ ଅଭିଯୁକ୍ତ ଅଜିତ ନାଏକ, ସୁଜିତ ନାଏକ, କିସାନ ନାଏକ, ଟିକିଲି ନାଏକ ଓ ସୁବାସ ନାଏକଙ୍କୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ଆଜୀବନ କାରାଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଫାଇନ୍ କରିଛନ୍ତି କୋର୍ଟ । ଫାଇନ୍ ଦେଇ ନପାରିଲେ ଅଧିକ ୬ ମାସ ସଜ୍ଜା ଭୋଗିବେ ଅଭିଯୁକ୍ତ । ସେପଟେ ସୁଶାନ୍ତଙ୍କ ମା’ ଏହି କୋର୍ଟ ଫଏସଲା ଉପରେ ଖୁସି ଜାହିର କରିଛନ୍ତି । You Can Read:ବଢ଼ିଲା ଯୁକ୍ତ ୩ ନାମଲେଖା ଆବେଦନ ଅବଧି, ଜୁନ୍ ୧ ଶେଷ ତାରିଖ
ଭୁବନେଶ୍ବର ୨୦।୫: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର । ୨୪ ମେ’ ୨୦୨୩ ସୁଶାନ୍ତ ନାଏକ ଓରଫ କାଳିଆକୁ ଅତି ବୀଭତ୍ସ ଭାବରେ ଜିଡି ବସ୍ତିରେ ହତ୍ୟା କରାଯାଇଥିଲା । ଏଥିରେ ୫ ଜଣ ଅଭିଯୁକ୍ତ ଅଜିତ ନାଏକ, ସୁଜିତ ନାଏକ, କିସାନ ନାଏକ, ଟିକିଲି ନାଏକ ଓ ସୁବାସ ନାଏକଙ୍କୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ଆଜୀବନ କାରାଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଫାଇନ୍ କରିଛନ୍ତି କୋର୍ଟ । ଫାଇନ୍ ଦେଇ ନପାରିଲେ ଅଧିକ ୬ ମାସ ସଜ୍ଜା ଭୋଗିବେ ଅଭିଯୁକ୍ତ । ସେପଟେ ସୁଶାନ୍ତଙ୍କ ମା’ ଏହି କୋର୍ଟ ଫଏସଲା ଉପରେ ଖୁସି ଜାହିର କରିଛନ୍ତି ।
You Can Read: