୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ, ନିର୍ମାଣ ହେବ ୨୬ ଶହ କିଲୋମିଟର ଲମ୍ବ ଗ୍ରାଣ୍ଡ ରିଂ ରୋଡ

୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ। ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଂ ରୋଡ। ୨୬ ଶହ କିଲୋମିଟର ଲମ୍ବ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏକ ଲକ୍ଷ କୋଟି ଟଙ୍କାର ବଜେଟ୍ ପାଇଁ ପ୍ରସ୍ତୁତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏ ନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ଯୋଗାଯୋଗ,ଗମନାଗମନ,ପରିବହନ କ୍ଷେତ୍ରରେ ଏହା ଆଣିବ ଏକ ବଡ଼ ପରିବର୍ତ୍ତନ। ବିଭିନ୍ନ ବନ୍ଦର,ଶିଳ୍ପାଞ୍ଚଳ,ସହର ଭିତରେ ଯୋଗାଯୋଗକୁ ସୁଗମ […] The post ୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ, ନିର୍ମାଣ ହେବ ୨୬ ଶହ କିଲୋମିଟର ଲମ୍ବ ଗ୍ରାଣ୍ଡ ରିଂ ରୋଡ appeared first on KNews Odisha.

୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ, ନିର୍ମାଣ ହେବ ୨୬ ଶହ କିଲୋମିଟର ଲମ୍ବ ଗ୍ରାଣ୍ଡ ରିଂ ରୋଡ
law minister

୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ। ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଂ ରୋଡ। ୨୬ ଶହ କିଲୋମିଟର ଲମ୍ବ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏକ ଲକ୍ଷ କୋଟି ଟଙ୍କାର ବଜେଟ୍ ପାଇଁ ପ୍ରସ୍ତୁତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏ ନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ଯୋଗାଯୋଗ,ଗମନାଗମନ,ପରିବହନ କ୍ଷେତ୍ରରେ ଏହା ଆଣିବ ଏକ ବଡ଼ ପରିବର୍ତ୍ତନ। ବିଭିନ୍ନ ବନ୍ଦର,ଶିଳ୍ପାଞ୍ଚଳ,ସହର ଭିତରେ ଯୋଗାଯୋଗକୁ ସୁଗମ କରିବ ଏହି ଯୋଜନା। ଏ ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

The post ୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ, ନିର୍ମାଣ ହେବ ୨୬ ଶହ କିଲୋମିଟର ଲମ୍ବ ଗ୍ରାଣ୍ଡ ରିଂ ରୋଡ appeared first on KNews Odisha.