୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା, ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ
କେନ୍ଦୁଝର ୧୮।୦୩ : ସୋମବାର କେନ୍ଦୁଝର ବନ୍ଦ ଡାକରା । ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ୍ ମାଲିକ ସଂଘ । OMC ଶୁଆକାଟିରୁ ଗୁହାଲଡିହି ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି । ତେବେ ବନ୍ଦ ପ୍ରଭାବରେ ଦୋକନ ବଜାର ସହ ଯାନବାହାନ ଚଳାଚଳ ଠପ ରହିଛି । ଏପିରିକି ରେଲଓ୍ୱ ଟ୍ରାକରେ ଏକାଧିକ ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି । ଯାହାଫଳରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଦାବି ଉପରେ ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ ସଂଘ ଚେତାବନୀ ଦେଇଛି । ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଘ କହିଛି ।
କେନ୍ଦୁଝର ୧୮।୦୩ : ସୋମବାର କେନ୍ଦୁଝର ବନ୍ଦ ଡାକରା । ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ୍ ମାଲିକ ସଂଘ । OMC ଶୁଆକାଟିରୁ ଗୁହାଲଡିହି ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି ।
ତେବେ ବନ୍ଦ ପ୍ରଭାବରେ ଦୋକନ ବଜାର ସହ ଯାନବାହାନ ଚଳାଚଳ ଠପ ରହିଛି । ଏପିରିକି ରେଲଓ୍ୱ ଟ୍ରାକରେ ଏକାଧିକ ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି । ଯାହାଫଳରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଦାବି ଉପରେ ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ ସଂଘ ଚେତାବନୀ ଦେଇଛି । ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଘ କହିଛି ।