୨୪ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି କେତେ ଟଙ୍କା ?

୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।

୨୪ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି କେତେ ଟଙ୍କା ?

୨୪ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି କେତେ ଟଙ୍କା ? ନିର୍ବାଚନ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛି ଦଳ। ଯଦିଓ ଲୋକସଭାରେ ବିଜେଡିର ସାଂସଦ ସଂଖ୍ୟା ଜିରୋ, ହେଲେ ଦଳ ପ୍ରତି ଲୋକସଭା ପ୍ରାର୍ଥୀଙ୍କୁ ଦେଇଥିଲା ୫୦ ଲକ୍ଷ ଟଙ୍କା। ଆଉ ପ୍ରତି ବିଧାନସଭା ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦେଇଥିଲା ବିଜେଡି। ୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।