୨୫% ଟାରିଫ୍ କ’ଣ ପଡ଼ିବ ଫରକ ?

ଭାରତ ପିଠିରେ ଛୁରୀ ଭୁସିଛି ଆମେରିକା। ଟ୍ରମ୍ପ ଦେଲେ ୪୪୦ ଭୋଲ୍ଟର ଝଟକା। ଭାରତ ଉପରେ ୨୫% ଲଗାଇଲେ ଟାରିଫ୍। କ’ଣ ପଡ଼ିପାରେ ଅର୍ଥନୀତି ଉପରେ ପ୍ରଭାବ ?

୨୫% ଟାରିଫ୍ କ’ଣ ପଡ଼ିବ ଫରକ ?
Array