ଇ-ରେଜିଷ୍ଟ୍ରେସନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ
ଘରେ ବସି ନିଜ ମୋବାଇଲରେ ଜମି କିଣାବିକା ପାଇଁ ବୁକ୍ କରିପାରିବେ ସ୍ଲଟ୍। ବାହାର କରିପାରିବେ EC, ଚେକ୍ କରି ପାରିବେ ବେଞ୍ଚ୍ ମାର୍କ ଭାଲ୍ୟୁ। ଏଥିପାଇଁ ସବ୍ ରେଜିଷ୍ଟ୍ରାର ଅଫିସ୍ କୁ ଧାଇଁବା ଦରକାର ନାହିଁ। ଏସବୁ ସେବା ପାଇଁ ମୁଖ୍ୟମନ୍ତ୍ରୀ ଲଞ୍ଚ୍ କରିଛନ୍ତି ଏକ ଇ-ରେଜିଷ୍ଟ୍ରେସନ ଆପ୍ ।