୨୫ରେ ବିଜେଡିର ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ୍ ଷ୍ଟ୍ରାଇକ : ଦେବୀ ରଞ୍ଜନ ତ୍ରିପାଠୀ
ଭୁବନେଶ୍ୱର : ଆସନ୍ତା ୨୫ରେ ଅଲ୍ ଓଡିଶା ଷ୍ଟୁଡେଣ୍ଟ୍ ଷ୍ଟ୍ରାଇକ କରିବ ବିଜେଡି। କ୍ଲାସ୍ ରୁମ୍ ବର୍ଜନ ସହ ପିକେଟିଂ କରାଯିବ । ସାରା ରାଜ୍ୟରେ ସବୁ କଲେଜ କ୍ୟାମ୍ପସରେ ଧର୍ମଘଟ କରିବ ଯୁବ ଓ ଛାତ୍ର ବିଜୁ ଜନତା ଦଳ। ରାଜ୍ୟରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ଏହା ବିରୋଧରେ ଷ୍ଟ୍ରାଇକ କରାଯିବ । ଏଥିପାଇଁ ଯୁବ ଓ ଛାତ୍ର ସମାଜ ସମର୍ଥନ କରିବାକୁ ନିବେଦନ କରିଛି ବିଜେଡି । ବିଗତ ବର୍ଷକ […] The post ୨୫ରେ ବିଜେଡିର ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ୍ ଷ୍ଟ୍ରାଇକ : ଦେବୀ ରଞ୍ଜନ ତ୍ରିପାଠୀ appeared first on KNews Odisha.

ଭୁବନେଶ୍ୱର : ଆସନ୍ତା ୨୫ରେ ଅଲ୍ ଓଡିଶା ଷ୍ଟୁଡେଣ୍ଟ୍ ଷ୍ଟ୍ରାଇକ କରିବ ବିଜେଡି। କ୍ଲାସ୍ ରୁମ୍ ବର୍ଜନ ସହ ପିକେଟିଂ କରାଯିବ । ସାରା ରାଜ୍ୟରେ ସବୁ କଲେଜ କ୍ୟାମ୍ପସରେ ଧର୍ମଘଟ କରିବ ଯୁବ ଓ ଛାତ୍ର ବିଜୁ ଜନତା ଦଳ।
ରାଜ୍ୟରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ଏହା ବିରୋଧରେ ଷ୍ଟ୍ରାଇକ କରାଯିବ । ଏଥିପାଇଁ ଯୁବ ଓ ଛାତ୍ର ସମାଜ ସମର୍ଥନ କରିବାକୁ ନିବେଦନ କରିଛି ବିଜେଡି ।
ବିଗତ ବର୍ଷକ ମଧ୍ୟରେ ୩ ହଜାର ଦୁଷ୍କର୍ମ ଘଟଣା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଯେଉଁଥି ପାଇଁ ଆସନ୍ତା ୨୫ ତାରିଖରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ଆନ୍ଦୋଳନ ମଧ୍ୟ କରିବେ ।
Also read: ପୋଲିସ ଦ୍ୱାରା ୧୫ ଗ୍ରାମ ବ୍ରାଉନସୁଗାର ଜବତ , ଦୁଇ ମହିଳାଙ୍କ ସହ ୩ ଗିରଫ
The post ୨୫ରେ ବିଜେଡିର ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ୍ ଷ୍ଟ୍ରାଇକ : ଦେବୀ ରଞ୍ଜନ ତ୍ରିପାଠୀ appeared first on KNews Odisha.