୨୬ବର୍ଷରେ କୋଟିପତି
ବୟସ ମାତ୍ର ୨୬, କଲେଜର ମାଟି ମାଡି ନାହାନ୍ତି କିନ୍ତୁ ସେ ଆଜି କୋଟିପତି। କମ୍ ବୟସରେ ବଡ଼ ସଫଳତା। ସେ ଯାହା କେବେ କଳ୍ପନା କରିନଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି। ଆପଣଙ୍କୁ ଏପରି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ ଅଧିକ ପଢିନାହାନ୍ତି ସତ କିନ୍ତୁ ନିଜ ଦକ୍ଷତା ଦ୍ୱାରା ସେ ଆଜି କୋଟିପତି ହୋଇଛନ୍ତି ।