୩ ଖଣ୍ଡ ହେଲା ପାକିସ୍ତାନ
ସନ୍ଧ୍ୟା ହେଲେ ନୀଳ ଆକାଶରେ ସୈତାନ ପାଲଟୁଛି ପାକିସ୍ତାନ। ଉଡ଼ାଉଛି ଡ୍ରୋନ, ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ। ପାକ୍ ସରକାର ନାଚାର, କିଏ କରିବ ଭାରତକୁ ସାମ୍ନା? ପାକିସ୍ତାନ ଆଗରେ ଭାରତର ସେନା ବିରାଟ ପାଚେରୀ ହୋଇ ଛିଡ଼ା ହୋଇଛି। ଫଳରେ ପାକିସ୍ତାନର ସବୁ ଚାଲ୍ ଫୁସକି ଯାଉଛି।