୩ ବ୍ଲକ ପାଇଁ ୧୦ଜଣ ସଂଯୋଜକଙ୍କୁ ନିଯୁକ୍ତ କଲା ବିଜେଡି
ଭୁବନେଶ୍ୱର, ୧୫ା୪(ସୁନିତ୍ ମିଶ୍ର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୩ଟି ବ୍ଲକ ପାଇଁ ମୋଟ୍ ୧୦ ଜଣ ସଂଯୋଜକଙ୍କୁ ଦାୟିତ୍ୱ ଦେଇଛନ୍ତି। ଛେଣ୍ଡିପଦା, ତେଲକୋଇ ଏବଂ କଙ୍କଡାହାଡ଼ ବ୍ଲକ ପାଇଁ ମୋଟ୍ ଏହି ୧୦ ଜଣ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ପାଲଲହଡ଼ା ବ୍ଲକର ଯୁଧିଷ୍ଠିର ଗଡ଼ନାଏକ, କଣିହାଁ ବ୍ଲକର କୁନା ନାଏକ, କଣିହାଁ ବ୍ଲକର ବୀରେନ୍ଦ୍ର କୁମାର ତ୍ରିପାଠୀ, କଣିହାଁ ବ୍ଲକର ବୁଦ୍ଧିମନ୍ତ ସାହୁଙ୍କୁ ଦଳ ଛେଣ୍ଡିପଦା ବ୍ଲକ ସଂଯୋଜକ ଭାବେ ନିଯୁକ୍ତ […] The post ୩ ବ୍ଲକ ପାଇଁ ୧୦ଜଣ ସଂଯୋଜକଙ୍କୁ ନିଯୁକ୍ତ କଲା ବିଜେଡି appeared first on Dharitri Odia News.
ଭୁବନେଶ୍ୱର, ୧୫ା୪(ସୁନିତ୍ ମିଶ୍ର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୩ଟି ବ୍ଲକ ପାଇଁ ମୋଟ୍ ୧୦ ଜଣ ସଂଯୋଜକଙ୍କୁ ଦାୟିତ୍ୱ ଦେଇଛନ୍ତି। ଛେଣ୍ଡିପଦା, ତେଲକୋଇ ଏବଂ କଙ୍କଡାହାଡ଼ ବ୍ଲକ ପାଇଁ ମୋଟ୍ ଏହି ୧୦ ଜଣ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ପାଲଲହଡ଼ା ବ୍ଲକର ଯୁଧିଷ୍ଠିର ଗଡ଼ନାଏକ, କଣିହାଁ ବ୍ଲକର କୁନା ନାଏକ, କଣିହାଁ
ବ୍ଲକର ବୀରେନ୍ଦ୍ର କୁମାର ତ୍ରିପାଠୀ, କଣିହାଁ ବ୍ଲକର ବୁଦ୍ଧିମନ୍ତ ସାହୁଙ୍କୁ ଦଳ ଛେଣ୍ଡିପଦା ବ୍ଲକ ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି। ସେହିପରି ପାଲଲହଡ଼ା ବ୍ଲକର ସଞ୍ଜୀବ ବେହେରା, ପ୍ରଦୀପ ପ୍ରଧାନ, ରମାକାନ୍ତ ବିଶ୍ୱାଳ ଏବଂ ନୀଳାମ୍ବର ପ୍ରଧାନଙ୍କୁ ଦଳ ତେଲକୋଇ ବ୍ଲକ ସଂଯୋଜକ ନିଯୁକ୍ତ କରିଛି। ସେହିପରି ପାଲଲହଡା ବ୍ଲକର ଅଗାଧୁ ପ୍ରଧାନ ଏବଂ ଭୋଳେଶ୍ୱର ପ୍ରଧାନଙ୍କୁ ଦଳ କଙ୍କଡାହାଡ଼ ବ୍ଲକର ସଂଯୋଜକ ନିଯୁକ୍ତ ହୋଇଛନ୍ତି।
The post ୩ ବ୍ଲକ ପାଇଁ ୧୦ଜଣ ସଂଯୋଜକଙ୍କୁ ନିଯୁକ୍ତ କଲା ବିଜେଡି appeared first on Dharitri Odia News.