୩ ମାସର ଝିଅକୁ ମେଡିକାଲରେ ମାରିଦେଲେ ଡାକ୍ତର...ପାଗଳି ପରି କାନ୍ଦୁଛି ମା’, ପ୍ରେସକ୍ରିପ୍ସନରେ ଦେଖି ଚକିତ ବାପା ମା’

କଟକ ଜିଲ୍ଲା ସାଲେପୁର ଧର୍ମାଗତପୁର ଗ୍ରାମର ୩ ମାସର ଶିଶୁକନ୍ୟା ଚିକିତ୍ସାଧୀନ ଅବସ୍ଥାରେ ମାହାଙ୍ଗା ମେଡିକାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କାରଣର...