୩୦ରେ ମକ୍ ଡ୍ରିଲ୍

ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍ ଡ୍ରିଲ୍ । ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏହି ମକ୍ ଡ୍ରିଲ୍ କରାଯିବ ।

୩୦ରେ ମକ୍ ଡ୍ରିଲ୍
Array