Robo Dog in Jatra: ଯାତ୍ରାମଞ୍ଚରୁ ହଟିବ ଅଶ୍ଲୀଳତା, ପ୍ରଥମ ଥର ଦେଖିବାକୁ ମିଳିବ ରୋବଟିକ୍ ଡଗ୍

ଯାତ୍ରାରେ ଅଶ୍ଳୀଳତା, ଅପସଂସ୍କୃତିର ପ୍ରବେଶକୁ ନେଇ ବିରୋଧ, ହୋହଲ୍ଲା ଭିତରେ ଏମିତି କିଛି ନୂଆ ପ୍ରୟୋଗ ପାଇଁ ଅଣ୍ଟାଭିଡିଛି ଜଲିଉଡ୍। ପ୍ରଥମ ଥର ପାଇଁ ଯାତ୍ରା ଜଗତରେ ପାଦ ଥାପିଥବା ଅପରେ ଯାଜ୍ଞସେନୀ ଦର୍ଶକଙ୍କୁ ଆକର୍ଷତି କରିବାକୁ ମଞ୍ଚକୁ ରୋବଟିକ୍ ଡଗ୍ ଆଣୁଥିଲା ବେଳେ, ମଞ୍ଚ ଉପରେ ଘୋଡ଼ା ଚଢ଼େଇବାକୁ ପ୍ରସ୍ତୁତି ଚଳାଇଛି ଧଉଳି ଗଣନାଟ୍ୟ।

Robo Dog in Jatra: ଯାତ୍ରାମଞ୍ଚରୁ ହଟିବ ଅଶ୍ଲୀଳତା, ପ୍ରଥମ ଥର ଦେଖିବାକୁ ମିଳିବ ରୋବଟିକ୍ ଡଗ୍
Array