୩୪ ବର୍ଷରେ ମାଆ ହେବେ ମସାବା, ଖୁସିରେ ଝୁମି ଉଠିଲେ ନୀନା ଗୁପ୍ତା

ମୁମ୍ଵାଇ ୧୯।୦୪: ବଲିଉଡର ଜଣାଶୁଣା ଅଭିନେତ୍ରୀ ନୀନା ଗୁପ୍ତା ।ଖୁବ୍ ଶୀଘ୍ର ତାଙ୍କ ପ୍ରମୋସନ ହେବାକୁ ଯାଉଛି । ବୃତ୍ତିଗତ ଜୀବନରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ । ତାଙ୍କ ଝିଅ ମସାବା ଗୁପ୍ତା ତାଙ୍କ ଗର୍ଭଧାରଣ ବିଷୟରେ କନଫର୍ମ କରିଛନ୍ତି ।ମସାବା ତାଙ୍କ ସ୍ଵାମୀ ସତ୍ୟଦୀପ ମିଶ୍ରାଙ୍କ ସହ ଏକ ଫଟୋ ସେୟାର କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି। ମସାବା ଏବଂ ସତ୍ୟଦୀପ ଗତ ବର୍ଷ ବିବାହ କରିଥିଲେ ।ବର୍ତ୍ତମାନ ଦୁହେଁ ଖୁବ୍‌ ଶୀଘ୍ର ସେମାନେ ନିଜ ସନ୍ତାନକୁ ସ୍ଵାଗତ କରିବେ। View this post on InstagramA post shared by Masaba ???? (@masabagupta)ନୀନା ଗୁପ୍ତାଙ୍କ ଏକମାତ୍ର ଝିଅ ମସାବା ଗୁପ୍ତା ୩୪ ବର୍ଷ ବୟସ। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଜଣେ ଗର୍ଭବତୀ ମହିଳା ଇମୋଜି ସେୟାର କରିଛନ୍ତି। ଏହି ପୋଷ୍ଟର ଶେଷ ଛବିରେ ମସାବା ଏବଂ ତାଙ୍କ ସ୍ଵାମୀ ସତ୍ୟଦୀପ ମିଶ୍ରା ଏକାଠି ନଜର ଆସିଛନ୍ତି ।  ସେ କ୍ୟାପସନରେ ଲେଖିଛନ୍ତି- 'ସମସ୍ତ ଖବରରେ - ଦୁଇଟି ଛୋଟ ଗୋଡ ଆମ ଆଡକୁ ଆସୁଛି! ଦୟାକରି ପ୍ରେମ, ଆଶୀର୍ବାଦ ଦିଅନ୍ତୁ, ”ସେ ହ୍ୟାସଟ୍ୟାଗରେ ଲେଖିଛନ୍ତି # ବେବି ଅନବୋର୍ଡ # ମା ଏବଂ ବାପା ।View this post on InstagramA post shared by Neena Gupta (@neena_gupta)କହିବାକୁ ଗଲେ ଯେ ଉଭୟ ମସାବା ଏବଂ ସତ୍ୟଦୀପ ମିଶ୍ରାଙ୍କ ଦ୍ଵିତୀୟ ବିବାହ । ହଁ, ପୂର୍ବରୁ ମସାବା ୨୦୧୫ ମସିହାରେ ନିର୍ମା

୩୪ ବର୍ଷରେ ମାଆ ହେବେ ମସାବା, ଖୁସିରେ ଝୁମି ଉଠିଲେ ନୀନା ଗୁପ୍ତା

ମୁମ୍ଵାଇ ୧୯।୦୪: ବଲିଉଡର ଜଣାଶୁଣା ଅଭିନେତ୍ରୀ ନୀନା ଗୁପ୍ତା ।ଖୁବ୍ ଶୀଘ୍ର ତାଙ୍କ ପ୍ରମୋସନ ହେବାକୁ ଯାଉଛି । ବୃତ୍ତିଗତ ଜୀବନରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ । ତାଙ୍କ ଝିଅ ମସାବା ଗୁପ୍ତା ତାଙ୍କ ଗର୍ଭଧାରଣ ବିଷୟରେ କନଫର୍ମ କରିଛନ୍ତି ।ମସାବା ତାଙ୍କ ସ୍ଵାମୀ ସତ୍ୟଦୀପ ମିଶ୍ରାଙ୍କ ସହ ଏକ ଫଟୋ ସେୟାର କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି। ମସାବା ଏବଂ ସତ୍ୟଦୀପ ଗତ ବର୍ଷ ବିବାହ କରିଥିଲେ ।ବର୍ତ୍ତମାନ ଦୁହେଁ ଖୁବ୍‌ ଶୀଘ୍ର ସେମାନେ ନିଜ ସନ୍ତାନକୁ ସ୍ଵାଗତ କରିବେ।

 


ନୀନା ଗୁପ୍ତାଙ୍କ ଏକମାତ୍ର ଝିଅ ମସାବା ଗୁପ୍ତା ୩୪ ବର୍ଷ ବୟସ। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଜଣେ ଗର୍ଭବତୀ ମହିଳା ଇମୋଜି ସେୟାର କରିଛନ୍ତି। ଏହି ପୋଷ୍ଟର ଶେଷ ଛବିରେ ମସାବା ଏବଂ ତାଙ୍କ ସ୍ଵାମୀ ସତ୍ୟଦୀପ ମିଶ୍ରା ଏକାଠି ନଜର ଆସିଛନ୍ତି ।  ସେ କ୍ୟାପସନରେ ଲେଖିଛନ୍ତି- 'ସମସ୍ତ ଖବରରେ - ଦୁଇଟି ଛୋଟ ଗୋଡ ଆମ ଆଡକୁ ଆସୁଛି! ଦୟାକରି ପ୍ରେମ, ଆଶୀର୍ବାଦ ଦିଅନ୍ତୁ, ”ସେ ହ୍ୟାସଟ୍ୟାଗରେ ଲେଖିଛନ୍ତି # ବେବି ଅନବୋର୍ଡ # ମା ଏବଂ ବାପା ।



କହିବାକୁ ଗଲେ ଯେ ଉଭୟ ମସାବା ଏବଂ ସତ୍ୟଦୀପ ମିଶ୍ରାଙ୍କ ଦ୍ଵିତୀୟ ବିବାହ । ହଁ, ପୂର୍ବରୁ ମସାବା ୨୦୧୫ ମସିହାରେ ନିର୍ମାତା ମଧୁ ମଣ୍ଟେନାଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠିଲା ନାହିଁ ଏବଂ ଉଭୟଙ୍କର ୨୦୧୮ ରେ ଛାଡପତ୍ର ହୋଇଥିଲେ। ଏହା ମଧ୍ୟ ସତ୍ୟଦୀପଙ୍କର ଦ୍ଵିତୀୟ ବିବାହ, ଏହାପୂର୍ବରୁ ସେ ଅଭିନେତ୍ରୀ ଅଦିତି ରାଓ ହାଇଦରୀଙ୍କ ସ୍ଵାମୀ ଥିଲେ। ୨୦୧୩ ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲେ। ଏହା ପରେ, ମସାବା ଏବଂ ସତ୍ୟଦୀପ ନିକଟତର ହେଲେ ଏବଂ ଉଭୟ ଗତ ବର୍ଷ ୨୭ ଜାନୁୟାରୀ ୨୦୨୩ରେ ବିବାହ କରିଥିଲେ।