୩୬ଘଣ୍ଟା ପରେ ଉଠିଲା ସ୍ୱାମୀର ଶ-ବ, ପରିବାରକୁ ୨୦ଲକ୍ଷ ଆଉ ସ୍ତ୍ରୀ କୁ ଚାକିରୀ ଦେବା ପାଇଁ କହିଲା ପ୍ରଶାସନ

ବିସ୍ଥାପିତ ମାନଙ୍କୁ ଜମି ଫେରସ୍ତ କିମ୍ବା RSP ଚାକିରି ଦାବିରେ ଦୀର୍ଘ ୪୦ ଦିନ ଧରି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନି ଗାଁ ରେ ଦୀର୍ଘ ୪୦ ଦିନ ଚାଲିଥିଲା ଶାନ୍ତି ପୂର୍ଣ୍ଣ ଧାରଣ । ଗତ ଶନିବାର ଧାରଣାସ୍ଥଳରେ RSP ର JCB ଚଢ଼ି