୪ ମାସର ଶିଶୁ ହେଲେ ୨୪୦ କୋଟିର ମାଲିକ
ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ନିଜ ନାତିକୁ ଉପହାର ଦେଲେ ୨୪୦ କୋଟିରୁ ଅଧିକ ଟଙ୍କାର ଅଂଶଧନ।
ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ନିଜ ନାତିକୁ ଉପହାର ଦେଲେ ୨୪୦ କୋଟିରୁ ଅଧିକ ଟଙ୍କାର ଅଂଶଧନ। ନିଜ ୪ ମାସର ନାତି ଏକାଗ୍ର ରୋହନ ମୂର୍ତ୍ତି ବର୍ତ୍ତମାନ ଦେଶର ସର୍ବକନିଷ୍ଠ କୋଟିପତିି ହୋଇଛନ୍ତି। ଦେଖନ୍ତୁ ପୁରା ରିପୋର୍ଟ।