SpecialStory: ଶାଶୁର ଏକା ଜିଦ୍‌, ଜ୍ୱାଇଁପୁଅ ସହ ରହିବି

ଛପି ସାରିଥିଲା ବାହାଘର କାର୍ଡ। କିଣା ସରିଥିଲା ଶାଢ଼ୀ ସାଙ୍ଗକୁ ଗହଣା ଗାଣ୍ଠି। ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି। ବେଦିରେ ବସିଥାନ୍ତା ଝିଅ। ହେଲେ ତା’ପୂର୍ବରୁ ଜ୍ବାଇଁପୁଅକୁ ଧରି ଫେରାର ହୋଇଗଲା ମା’। ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ବାଇଁପୁଅ। ଆଉ କାହାକୁ କିଛି ନଜଣାଇ ଛୁ ମାରିଲେ ଉଭୟ।

SpecialStory: ଶାଶୁର ଏକା ଜିଦ୍‌, ଜ୍ୱାଇଁପୁଅ ସହ ରହିବି
Array