ଶ୍ରୀମନ୍ଦିରରେ ରକ୍ତ ଛିଟା

ପୁରୀ: ପୁରୀ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ଶ୍ରୀମନ୍ଦିରରେ ରକ୍ତର ଛିଟା ପଡ଼ିଥିବା ଦେଖିବା ପରେ ଦର୍ଶନ ବନ୍ଦ କରାଯାଇଥିଲା। ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହେବ। ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ଵାଭାବିକ ହେବ। ତେବେ ରକ୍ତ ଛିଟା କେଉଁଠୁ ଆସିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । The post ଶ୍ରୀମନ୍ଦିରରେ ରକ୍ତ ଛିଟା appeared first on Odisha.News.

ଶ୍ରୀମନ୍ଦିରରେ ରକ୍ତ ଛିଟା

ପୁରୀ: ପୁରୀ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ଶ୍ରୀମନ୍ଦିରରେ ରକ୍ତର ଛିଟା ପଡ଼ିଥିବା ଦେଖିବା ପରେ ଦର୍ଶନ ବନ୍ଦ କରାଯାଇଥିଲା। ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହେବ। ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ଵାଭାବିକ ହେବ। ତେବେ ରକ୍ତ ଛିଟା କେଉଁଠୁ ଆସିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

The post ଶ୍ରୀମନ୍ଦିରରେ ରକ୍ତ ଛିଟା appeared first on Odisha.News.