୪ରୁ ହୋମ୍ ସପିଂ ସ୍ପ୍ରି ବୋନାଞ୍ଜା
ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍ର ବହୁ ପ୍ରତୀକ୍ଷିତ ଅଫର(ସ୍କିମ) ‘ହୋମ୍ ସପିଂ ସ୍ପ୍ରି ବୋନାଞ୍ଜା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ସେପ୍ଟେମ୍ବର ୪ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି, ଏହା ଜରିଆରେ ଗ୍ରାହକ ନିଜ ଘରକୁ ଏକ ଫେଷ୍ଟିଭାଲ ମେକ୍ ଓଭର ସହ ହୋମ୍, କିଚେନ୍ ଏବଂ ଆଉଟଡୋର ଭଳି ବିଭିନ୍ନ ପ୍ରଡକ୍ଟ ଉପରେ ଆକର୍ଷଣୀୟ ରିହାତି ମଧ୍ୟ ସାମିଲ ରହିଛି। ୨୦୨୪ସେପ୍ଟେମ୍ବର ୪ରୁ ୮ମଧ୍ୟରେ ଡାଶ, ବୋରୋସିଲ, […] The post ୪ରୁ ହୋମ୍ ସପିଂ ସ୍ପ୍ରି ବୋନାଞ୍ଜା appeared first on Dharitri Odia News.
ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍ର ବହୁ ପ୍ରତୀକ୍ଷିତ ଅଫର(ସ୍କିମ) ‘ହୋମ୍ ସପିଂ ସ୍ପ୍ରି ବୋନାଞ୍ଜା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ସେପ୍ଟେମ୍ବର ୪ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି, ଏହା ଜରିଆରେ ଗ୍ରାହକ ନିଜ ଘରକୁ ଏକ ଫେଷ୍ଟିଭାଲ ମେକ୍ ଓଭର ସହ ହୋମ୍, କିଚେନ୍ ଏବଂ ଆଉଟଡୋର ଭଳି ବିଭିନ୍ନ ପ୍ରଡକ୍ଟ ଉପରେ ଆକର୍ଷଣୀୟ ରିହାତି ମଧ୍ୟ ସାମିଲ ରହିଛି। ୨୦୨୪ସେପ୍ଟେମ୍ବର ୪ରୁ ୮ମଧ୍ୟରେ ଡାଶ, ବୋରୋସିଲ, ଫିଲିପ୍ସ, କୁବୋ, ସ୍କଚ୍-ବ୍ରିଟ୍, ଷ୍ଟ୍ରାଉସ୍ ଭଳି ଟପ୍ ବ୍ରାଣ୍ଡ୍ର ଆକର୍ଷଣୀୟ ଅଫର ଉପଲବ୍ଧ ରହିଛି। ଏହାବ୍ୟତୀତ ଗ୍ରାହକମାନେ ସର୍ବନିମ୍ନ ୧୫୦୦ ଟଙ୍କାର କିଣାକିଣି ଉପରେ ସର୍ବନିମ୍ନ ୪୦%ର ରିହାତି ଏବଂ ଅତିରିକ୍ତ ୩୦୦ ଟଙ୍କାର କ୍ୟାଶବ୍ୟାକ୍ ସୁବିଧା ମଧ୍ୟ ପାଇପାରିବେ। ସେହିଭଳି ଏଠାରେ ବିକ୍ରେତାଙ୍କ ଠାରୁ ବହୁତ ଭଲ ରିହାତି ସହିତ ଆମାଜନ.ଇନରେ କିଛି ଲୋକପ୍ରିୟ ହୋମ୍, କିଚେନ୍ ଏବଂ ଆଉଟଡୋର୍ ଉତ୍ପାଦ ସାମିଲ ରହିଛି।
The post ୪ରୁ ହୋମ୍ ସପିଂ ସ୍ପ୍ରି ବୋନାଞ୍ଜା appeared first on Dharitri Odia News.