୪୨ ବର୍ଷରେ ଫିଟ୍ ଆଣ୍ଡ ଫାଇନ୍ ଧୋନୀ, ସୁପରମ୍ୟାନ୍ ଭଳି ଉଡି ଧରିଲେ କ୍ୟାଚ୍
ଚେନ୍ନାଇ ୨୭/୦୩: ଫଟାଫଟ୍ କ୍ରିକେଟ୍ ହେଉ ଅନ୍ତରାଷ୍ଟ୍ରୀୟ କ୍ରିକେଟ । ସବୁଠୁ ଫିଟ୍ ଆଣ୍ଡ ଫାଇନ୍ । କ୍ରିକେଟ ଇତିହାସର ସେ ଜଣେ ଭଲ ଓ୍ୱିକେଟ କିପର । କହିବାକୁ ପଡେନା କୈଣସ ନାଁ । ଲୋକେ କେବଳ ହିଣ୍ଟ୍ସ ରୁ ଜାଣିପାରିବେ ଆମେ କାହା କଥା କହିବାକୁ ଚାହୁଁଛୁ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ତାଙ୍କୁ ଫିଟ୍ନେସକୁ ନେଇ କ୍ରିକେଟରେ ଅନେକ ଚର୍ଚ୍ଚା । ଖାସ କରି ଯେବେ ଆଇପିଏଲ ଚାଲେ ତାଙ୍କ ଚର୍ଚ୍ଚା ବେଶି ହୁଏ । ଏବେ ବୟସ ୪୨ ପାର୍ କରିବାକୁ ବସିଲାଣି । ତଥାପି ସେ ମୈଦାନରେ ବେଶ୍ ଆକ୍ଟିଭ୍ । ପ୍ରତିଟି ମ୍ୟାଚ୍ ପରେ ତାଙ୍କର ଜୋରଦାର ଚର୍ଚ୍ଚା ହୁଏ । ମଙ୍ଗଳବାର ଆଇପିଏଲରେ ଥିଲା ଚେନ୍ନାଇ ଓ ଗୁଜୁରାଟ ମୁକାବିଲା । ଯେଉଁଥିରେ ୬୩ ରନ୍ରେ ଗୁଜୁରାଟକୁ ହରାଇଥିଲା ଚେନ୍ନାଇ । ???????????????????????????? ???????????? ????An excellent diving grab behind the stumps and the home crowd erupts in joy????Head to @JioCinema and @StarSportsIndia to watch the match LIVE#TATAIPL | #CSKvGT pic.twitter.com/n5AlXAw9Zg— IndianPremierLeague (@IPL) March 26, 2024ପ୍ରଥମ ଥର ଲାଗି ଆଇପିଏଲରେ ଋତୁରାଜ ଗାଏକ୍ୱାଡଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଖେଳିଥିଲା ଦ୍ୱିତୀୟ ମ୍ୟାଚ୍ । ଦୁଇଟି ଯାକ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ଅଛି CSK । ଚେନ୍ନ
ଚେନ୍ନାଇ ୨୭/୦୩: ଫଟାଫଟ୍ କ୍ରିକେଟ୍ ହେଉ ଅନ୍ତରାଷ୍ଟ୍ରୀୟ କ୍ରିକେଟ । ସବୁଠୁ ଫିଟ୍ ଆଣ୍ଡ ଫାଇନ୍ । କ୍ରିକେଟ ଇତିହାସର ସେ ଜଣେ ଭଲ ଓ୍ୱିକେଟ କିପର । କହିବାକୁ ପଡେନା କୈଣସ ନାଁ । ଲୋକେ କେବଳ ହିଣ୍ଟ୍ସ ରୁ ଜାଣିପାରିବେ ଆମେ କାହା କଥା କହିବାକୁ ଚାହୁଁଛୁ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ତାଙ୍କୁ ଫିଟ୍ନେସକୁ ନେଇ କ୍ରିକେଟରେ ଅନେକ ଚର୍ଚ୍ଚା ।
ଖାସ କରି ଯେବେ ଆଇପିଏଲ ଚାଲେ ତାଙ୍କ ଚର୍ଚ୍ଚା ବେଶି ହୁଏ । ଏବେ ବୟସ ୪୨ ପାର୍ କରିବାକୁ ବସିଲାଣି । ତଥାପି ସେ ମୈଦାନରେ ବେଶ୍ ଆକ୍ଟିଭ୍ । ପ୍ରତିଟି ମ୍ୟାଚ୍ ପରେ ତାଙ୍କର ଜୋରଦାର ଚର୍ଚ୍ଚା ହୁଏ । ମଙ୍ଗଳବାର ଆଇପିଏଲରେ ଥିଲା ଚେନ୍ନାଇ ଓ ଗୁଜୁରାଟ ମୁକାବିଲା । ଯେଉଁଥିରେ ୬୩ ରନ୍ରେ ଗୁଜୁରାଟକୁ ହରାଇଥିଲା ଚେନ୍ନାଇ ।
???????????????????????????? ???????????? ????
An excellent diving grab behind the stumps and the home crowd erupts in joy????
Head to @JioCinema and @StarSportsIndia to watch the match LIVE#TATAIPL | #CSKvGT pic.twitter.com/n5AlXAw9Zg— IndianPremierLeague (@IPL) March 26, 2024
ପ୍ରଥମ ଥର ଲାଗି ଆଇପିଏଲରେ ଋତୁରାଜ ଗାଏକ୍ୱାଡଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଖେଳିଥିଲା ଦ୍ୱିତୀୟ ମ୍ୟାଚ୍ । ଦୁଇଟି ଯାକ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ଅଛି CSK । ଚେନ୍ନାଇ ଦେଇଥିବା ୨୦୭ ରନ୍ର ଟାର୍ଗେଟ କରୁଥିଲା ଗୁଜୁରାଟ୍ । ହେଲେ ଗଟିଏ ପରେ ଗୋଟିଏ ଓ୍ୱିକେଟ ହରାଇ ଧରାଶାୟୀ ହୋଇପଡିଥିଲେ ଗିଲ୍ ବାହିନୀ । ୮ ଓଭର ଖେଳେ ବେଳେ ଡାରେଲ ମିଚେଲ ବୋଲିଂ କରିବାକୁ ଆସିଥିଲେ । ଆଉ ତାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ବିଜୟ ଶଙ୍କର ।
ଆଉ ଏହି କ୍ୟାଚ୍ ଧରିଥିଲେ ସିଏସ୍କେର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ଆଉ କ୍ୟାଚ୍ ଏମିତି ସେମିତି ନଥିଲା । ବରଂ ଥିଲା ବେଶ୍ ଦମଦାର । ସୁପରମ୍ୟାନ୍ ଭଳି ଧୋନୀ ଧରିଥିଲେ କ୍ୟାଚ୍ । ତାଙ୍କର ଏହି ଫିଲ୍ଡିଂ ପରେ ଆରମ୍ଭ ହୋଇଥିଲା ଜୋରଦାର ଚର୍ଚ୍ଚା । ସବୁରି ମୁହଁରେ ଥିଲା ଓ୍ୱାହ କ୍ୟା କ୍ୟାଚ୍ ହୈ । ସମସ୍ତ କହିଥିଲେ ଯେ, ୪୨ ବର୍ଷରେ ବି ଧୋନୀଙ୍କ ପିଟ୍ନେସ୍ର ଜବାବ୍ ନାହିଁ ।
you can also read...
ଫ୍ଲାଇଙ୍ଗ୍ କିସ୍ ଦେଇ ମୟଙ୍କ ଅଗ୍ରୱାଲଙ୍କ ମଜାକ୍ ଉଡାଇଲେ ରୋହିତ ଶର୍ମା, ଭାଇରାଲ ହେଉଛି ଫଟୋ