୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ !
ହାଇଦ୍ରାବାଦ: ଆଜିକାଲି ବେଶ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ। ସୋସିଆଲ ମିଡିଆରେ ଏବେ ପ୍ରଭାସ ଲୁଚାଛପାରେ ବିବାହ କରିଦେବା ଖବର ଭାଇରାଲ ହେଉଛି। ନିକଟରେ ଟ୍ରେଡ୍ ଆନାଲିଷ୍ଟ ମନୋବାଲା ବିଜୟାବଲାନ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍ ଶେୟାର କରିଥିଲେ। ଏହାପରଠାରୁ ଅଭିନେତାଙ୍କ ବିବାହ ଖବର ଶିରୋନାମାରେ ରହିଛି। ମନୋବାଲା ପୋଷ୍ଟ ଶେୟାର କରି କେବଳ ‘ପ୍ରଭାସ’ ବୋଲି ଲେଖିଛନ୍ତି। ଏଥିସହ ବିବାହ ଏବଂ ବଧୂ ଇମୋଜି ଶେୟାର କରିଛନ୍ତି। ଏବେ ଏହି ପୋଷ୍ଟଟି ଭାଇରାଲ ହେଉଛି। […] The post ୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ ! appeared first on Dharitri Odia News.
ହାଇଦ୍ରାବାଦ: ଆଜିକାଲି ବେଶ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ। ସୋସିଆଲ ମିଡିଆରେ ଏବେ ପ୍ରଭାସ ଲୁଚାଛପାରେ ବିବାହ କରିଦେବା ଖବର ଭାଇରାଲ ହେଉଛି। ନିକଟରେ ଟ୍ରେଡ୍ ଆନାଲିଷ୍ଟ ମନୋବାଲା ବିଜୟାବଲାନ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍ ଶେୟାର କରିଥିଲେ। ଏହାପରଠାରୁ ଅଭିନେତାଙ୍କ ବିବାହ ଖବର ଶିରୋନାମାରେ ରହିଛି।
ମନୋବାଲା ପୋଷ୍ଟ ଶେୟାର କରି କେବଳ ‘ପ୍ରଭାସ’ ବୋଲି ଲେଖିଛନ୍ତି। ଏଥିସହ ବିବାହ ଏବଂ ବଧୂ ଇମୋଜି ଶେୟାର କରିଛନ୍ତି। ଏବେ ଏହି ପୋଷ୍ଟଟି ଭାଇରାଲ ହେଉଛି। ଏବେ ଲୋକେ ବିବାହ ପରେ ପ୍ରଭାସଙ୍କୁ ଦେଖିବାକୁ ଲୋକେ ଅପେକ୍ଷା କରିଛନ୍ତି। ହେଲେ କିଛି ଲୋକଙ୍କୁ ବିଶ୍ୱାସ ହେଉ ନ ଥିବା ବେଳେ ସେମାନେ ଏହାକୁ ମିଥ୍ୟା ବୋଲି କହୁଛନ୍ତି।
Prabhas
![]()
— Manobala Vijayabalan (@ManobalaV) January 10, 2025
The post ୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ ! appeared first on Dharitri Odia News.
