୪୭ କୁଇଣ୍ଟାଲ ଧାନ ସହ ଧରାପଡ଼ିଲା ଟ୍ରକ
ଗୁଡଭେଲା,୨୧ା୧(ମନୋଜ କୁମାର ଜୈନ): ଧାନ ବିକ୍ରିରେ କଟ୍ନୀକୁ ବିରୋଧ କରି ୧୨ଘଣ୍ଟିଆ ତୁଷୁରା ବନ୍ଦ ପାଳନ ବେଳେ ଏକ ଧାନ ବୋଝେଇ ଟ୍ରକକୁ ୟୁଥ ଆକ୍ସନ କମିଟି ସଦସ୍ୟ ଅଟକାଇ ଯୋଗାଣ ବିଭାଗ ଜିମା ଦେଇଥିଲେ। ରବିବାର ବଲାଙ୍ଗୀର ଜିଲା ଯୋଗାଣ ବିଭାଗ ବେଆଇନ ଭାବେ ଚାଲାଣ ହେଉଥିବା ୪୭ କୁଇଣ୍ଟାଲ(୧୦୬ପ୍ୟାକେଟ)ଧାନ ସହ ଟ୍ରକ (ନଂ.ଓଡି୦୩କେ-୭୪୧୯)କୁ ଜବତ କରିଛି। ଜବତ ଧାନକୁ ତୁଷୁରା କେଡିଆ ରାଇସ୍ ମିଲ ଜିମାରେ ଦିଆଯାଇଥିବା ବେଳେ ଟ୍ରକକୁ ତୁଷୁରା ଥାନାରେ ରଖାଯାଇଥିବା […] The post ୪୭ କୁଇଣ୍ଟାଲ ଧାନ ସହ ଧରାପଡ଼ିଲା ଟ୍ରକ appeared first on Dharitri Odia News.
ଗୁଡଭେଲା,୨୧ା୧(ମନୋଜ କୁମାର ଜୈନ): ଧାନ ବିକ୍ରିରେ କଟ୍ନୀକୁ ବିରୋଧ କରି ୧୨ଘଣ୍ଟିଆ ତୁଷୁରା ବନ୍ଦ ପାଳନ ବେଳେ ଏକ ଧାନ ବୋଝେଇ ଟ୍ରକକୁ ୟୁଥ ଆକ୍ସନ କମିଟି ସଦସ୍ୟ ଅଟକାଇ ଯୋଗାଣ ବିଭାଗ ଜିମା ଦେଇଥିଲେ। ରବିବାର ବଲାଙ୍ଗୀର ଜିଲା ଯୋଗାଣ ବିଭାଗ ବେଆଇନ ଭାବେ ଚାଲାଣ ହେଉଥିବା ୪୭ କୁଇଣ୍ଟାଲ(୧୦୬ପ୍ୟାକେଟ)ଧାନ ସହ ଟ୍ରକ (ନଂ.ଓଡି୦୩କେ-୭୪୧୯)କୁ ଜବତ କରିଛି। ଜବତ ଧାନକୁ ତୁଷୁରା କେଡିଆ ରାଇସ୍ ମିଲ ଜିମାରେ ଦିଆଯାଇଥିବା ବେଳେ ଟ୍ରକକୁ ତୁଷୁରା ଥାନାରେ ରଖାଯାଇଥିବା ଗୁଡଭେଲା ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି।
The post ୪୭ କୁଇଣ୍ଟାଲ ଧାନ ସହ ଧରାପଡ଼ିଲା ଟ୍ରକ appeared first on Dharitri Odia News.