୪୮ ଘଣ୍ଟାର ଅପରେସନରେ ୧୫ ଅଭିଯୁକ୍ତ ଗିରଫ : ଲୁଟ୍, ଛିନତାଇ ଭଳି ଅନେକ ଅପରାଧରେ ଥିଲେ ସମ୍ପୃକ୍ତ

ଭୁବନେଶ୍ବର ୧୬।୧୧: ୪୮ ଘଣ୍ଟାର ଅପରେସନରେ ୧୫ ଅଭିଯୁକ୍ତ ଗିରଫ । ଲୁଟ୍, ଛିନତାଇ ଭଳି ଅନେକ ଅପରାଧରେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଆଗକୁ ଆହୁରି ମଧ୍ୟ ଚଢ଼ାଉ ଜାରି ରହିବ । ରାଜଧାନୀରେ ଅପରାଧ ମୁକ୍ତ କରିବାକୁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଗାଡି, ଦୁଇଟି ବାଇ ସାଇକେଲ, ୨୦ଟି ମୋବାଇଲ ଫୋନ, ୨୨ ହଜାର ନଗଦ ଟଙ୍କା ଏବଂ ଗୋଟିଏ ଭ୍ୟାନିଟି ବ୍ୟାଗ ଜବତ କରିଛି କମିସନରେଟ୍ ପୋଲିସ । You Can Read:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦୁର୍ବ୍ୟବହାର, ନିଲମ୍ବିତ ହେଲେ ରେଢାଖୋଲ ତହସିଲ ଅଫିସ ଅମିନ

୪୮ ଘଣ୍ଟାର ଅପରେସନରେ ୧୫ ଅଭିଯୁକ୍ତ ଗିରଫ : ଲୁଟ୍, ଛିନତାଇ ଭଳି ଅନେକ ଅପରାଧରେ ଥିଲେ ସମ୍ପୃକ୍ତ

ଭୁବନେଶ୍ବର ୧୬।୧୧: ୪୮ ଘଣ୍ଟାର ଅପରେସନରେ ୧୫ ଅଭିଯୁକ୍ତ ଗିରଫ । ଲୁଟ୍, ଛିନତାଇ ଭଳି ଅନେକ ଅପରାଧରେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଆଗକୁ ଆହୁରି ମଧ୍ୟ ଚଢ଼ାଉ ଜାରି ରହିବ । ରାଜଧାନୀରେ ଅପରାଧ ମୁକ୍ତ କରିବାକୁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଗାଡି, ଦୁଇଟି ବାଇ ସାଇକେଲ, ୨୦ଟି ମୋବାଇଲ ଫୋନ, ୨୨ ହଜାର ନଗଦ ଟଙ୍କା ଏବଂ ଗୋଟିଏ ଭ୍ୟାନିଟି ବ୍ୟାଗ ଜବତ କରିଛି କମିସନରେଟ୍ ପୋଲିସ । 


You Can Read:

ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦୁର୍ବ୍ୟବହାର, ନିଲମ୍ବିତ ହେଲେ ରେଢାଖୋଲ ତହସିଲ ଅଫିସ ଅମିନ