୫- ଟି, ନବୀନ ଓଡ଼ିଶା ବ୍ୟାଗ୍ ପୋଡ଼ିଲେ
ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଭାଜପା ନେତା ପୁରନ୍ଦର ବକ୍ସିଙ୍କ ନେତୃତ୍ୱରେ ପୂର୍ଣ୍ଣଚନ୍ଦ୍ର ମେହେର, କିଶୋର ମେହେର, ଚୈତନ୍ୟ ମେହେର, ଗୋପାଳ ମେହେର ପ୍ରମୁଖଙ୍କ ଉପସ୍ଥିତିରେ ବାଉଁଶୁଣୀ ଛକ ଜାତୀୟ ରାଜପଥ ଉପରେ ବ୍ୟାଗ୍ ପୋଡିଥିଲେ l The post ୫- ଟି, ନବୀନ ଓଡ଼ିଶା ବ୍ୟାଗ୍ ପୋଡ଼ିଲେ appeared first on Dharitri Odia News.
ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଭାଜପା ନେତା ପୁରନ୍ଦର ବକ୍ସିଙ୍କ ନେତୃତ୍ୱରେ ପୂର୍ଣ୍ଣଚନ୍ଦ୍ର ମେହେର, କିଶୋର ମେହେର, ଚୈତନ୍ୟ ମେହେର, ଗୋପାଳ ମେହେର ପ୍ରମୁଖଙ୍କ ଉପସ୍ଥିତିରେ ବାଉଁଶୁଣୀ ଛକ ଜାତୀୟ ରାଜପଥ ଉପରେ ବ୍ୟାଗ୍ ପୋଡିଥିଲେ l
The post ୫- ଟି, ନବୀନ ଓଡ଼ିଶା ବ୍ୟାଗ୍ ପୋଡ଼ିଲେ appeared first on Dharitri Odia News.