୫ ଦିନ ଧରି ସ୍କୁଲରେ ଚଳାଇଥିଲା ଆତଙ୍କରାଜ୍
ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହୋଇଥିଲେ ପୁଲିସ ଓ ଶିକ୍ଷକ।
ଧନୁ-ତୀର ଧରି ୫ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଲାଇଥିବା ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ୍। ଏଥିରେ ପୁଲିସକୁ ସହଯୋଗ କରିଥିଲେ ଅଗ୍ନିଶମ ବାହିନୀ ଓ ଡିଭିଏଫ୍। ଦେଖନ୍ତୁ ରିପୋର୍ଟ ।