୫ ଦିନ ପରେ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ସ୍ୱାଭାବିକ ସ୍ଥିତି || BADAKHABAR TV

#୫_ଦିନ_ପରେ_ସ୍ୱାଭାବିକ_ସ୍ଥିତି ଜମ୍ମୁର ବିଭିନ୍ନ ସ୍ଥାନରେ ଫେରୁଛି ସ୍ୱାଭାବିକତା...କାଲି ରାତିରୁ ହୋଇନି ଗୁଳିବର୍ଷା...ରଜୌରୀରେ ଆଉ କୌଣସି ଡ୍ରୋନ ଉଡ଼ୁନଥିବା ସୂଚନା...ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ୱାଭାବିକ...ସୀମାରେ ଆଲର୍ଟରେ ଭାରତ