୫ ଦିନିଆ ରିମାଣ୍ଡରେ ଗଲେ ବୁଖାରୀ

ଯାଜପୁର,୧୮।୧୨: କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀଙ୍କୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେଇଛନ୍ତି ଏସ୍‌ଟିଏଫ୍‌ । ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି (କୋର୍ଟ)ରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୫ ଦିନକୁ ଅନୁମତି ମିଳିଥିଲା। The post ୫ ଦିନିଆ ରିମାଣ୍ଡରେ ଗଲେ ବୁଖାରୀ appeared first on Dharitri Odia News.

୫ ଦିନିଆ ରିମାଣ୍ଡରେ ଗଲେ ବୁଖାରୀ

ଯାଜପୁର,୧୮।୧୨: କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀଙ୍କୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେଇଛନ୍ତି ଏସ୍‌ଟିଏଫ୍‌ । ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି (କୋର୍ଟ)ରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୫ ଦିନକୁ ଅନୁମତି ମିଳିଥିଲା।

The post ୫ ଦିନିଆ ରିମାଣ୍ଡରେ ଗଲେ ବୁଖାରୀ appeared first on Dharitri Odia News.