୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଜେଜେ ରେମଣ୍ଡ, ଶତାଧିକ ବ୍ଲାକମେଲ୍ ଘଟଣାର ହେବ ଛାନ୍‌ଭିନ୍‌

କଟକ ୨୫।୦୩ : ରିମାଣ୍ଡରେ ନାଇଜେରୀୟ ଜେଜେ ରେମଣ୍ଡ । ବ୍ଲାକମେଲ୍‌ ଯୋଗୁଁ ଆତ୍ମହତ୍ୟା ମାମଲାରେ ନାଇଜେରୀୟ ଜେଜେ ରେମଣ୍ଡଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଶତାଧିକ ବ୍ଲାକମେଲ୍‌ ଘଟଣାର ଛାନ୍‌ଭିନ୍‌ କରି ପୋଲିସ ।ଖବର ଅନୁଯାୟୀ, କଟକ ଦରଘାବଜାର ଥାନା ଅଞ୍ଚଳରେ ଜଣେ ମହିଳା ଡାକ୍ତର ବ୍ଲାକ୍‌ମେଲ୍  ଜାଲରେ ଛନ୍ଦି ଆତ୍ମହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଦିଲ୍ଲୀରୁ ଅଭିଯୁକ୍ତ ନାଇଜେରୀୟ ସାଇବର ଠକକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ଜେଜେ ରେମଣ୍ଡକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ସମୟରେ ପୋଲିସ ଆର୍ଥିକ କାରବାର ନେଇ ଜେରା କରିବା ସହ ଏହି ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଅଧିକ ତଥ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଛି ଦରଘାବଜାର ଥାନା ପୋଲିସ । 

୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଜେଜେ ରେମଣ୍ଡ, ଶତାଧିକ ବ୍ଲାକମେଲ୍ ଘଟଣାର ହେବ ଛାନ୍‌ଭିନ୍‌

କଟକ ୨୫।୦୩ : ରିମାଣ୍ଡରେ ନାଇଜେରୀୟ ଜେଜେ ରେମଣ୍ଡ । ବ୍ଲାକମେଲ୍‌ ଯୋଗୁଁ ଆତ୍ମହତ୍ୟା ମାମଲାରେ ନାଇଜେରୀୟ ଜେଜେ ରେମଣ୍ଡଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଶତାଧିକ ବ୍ଲାକମେଲ୍‌ ଘଟଣାର ଛାନ୍‌ଭିନ୍‌ କରି ପୋଲିସ ।

ଖବର ଅନୁଯାୟୀ, କଟକ ଦରଘାବଜାର ଥାନା ଅଞ୍ଚଳରେ ଜଣେ ମହିଳା ଡାକ୍ତର ବ୍ଲାକ୍‌ମେଲ୍  ଜାଲରେ ଛନ୍ଦି ଆତ୍ମହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଦିଲ୍ଲୀରୁ ଅଭିଯୁକ୍ତ ନାଇଜେରୀୟ ସାଇବର ଠକକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ଜେଜେ ରେମଣ୍ଡକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ସମୟରେ ପୋଲିସ ଆର୍ଥିକ କାରବାର ନେଇ ଜେରା କରିବା ସହ ଏହି ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଅଧିକ ତଥ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଛି ଦରଘାବଜାର ଥାନା ପୋଲିସ ।