୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ମା’-ବାପା
କେନ୍ଦୁଝର,୩୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକାଲି ପଟାସ ଜଙ୍ଗଲରୁ ଶନିବାର ଦମ୍ପତିଙ୍କ ଝୁଲନ୍ତା ମୃତଦହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା(୨୭) ସ୍ତ୍ରୀ ଗୌରୀ। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ଶୁକ୍ରବାର ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା ବୋଲି ପଡ଼ୋଶୀଙ୍କ ଆଲୋଚନାରୁ ଜାଣିବାକୁ ମିଳିଛି। ତେବେ ଗତକାଲି ରାତିରେ ଦୁହେଁ ୫ ମାସର ଶିଶୁକନ୍ୟାକୁ ଛାଡି ଏକ ଶାଢ଼ି ଲଗାଇ ଝୁଲି ପଡ଼ିଥିଲେ। […] The post ୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ମା’-ବାପା appeared first on Dharitri Odia News.
କେନ୍ଦୁଝର,୩୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକାଲି ପଟାସ ଜଙ୍ଗଲରୁ ଶନିବାର ଦମ୍ପତିଙ୍କ ଝୁଲନ୍ତା ମୃତଦହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା(୨୭) ସ୍ତ୍ରୀ ଗୌରୀ। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ଶୁକ୍ରବାର ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା ବୋଲି ପଡ଼ୋଶୀଙ୍କ ଆଲୋଚନାରୁ ଜାଣିବାକୁ ମିଳିଛି। ତେବେ ଗତକାଲି ରାତିରେ ଦୁହେଁ ୫ ମାସର ଶିଶୁକନ୍ୟାକୁ ଛାଡି ଏକ ଶାଢ଼ି ଲଗାଇ ଝୁଲି ପଡ଼ିଥିଲେ। ଆଜି ସକାଳେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
The post ୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ମା’-ବାପା appeared first on Dharitri Odia News.