ପୂରଣ ହେଲା ରାହୁଲ ଦ୍ରାବିଡଙ୍କ ଦୀର୍ଘ ଦିନର ସ୍ବପ୍ନ
ବ୍ରିଜଟାଉନ,୩୦ା୬: ଶନିବାର ଅନୁଷ୍ଠିତ ଟି୨୦ କ୍ରିକେଟ କପ୍ର ରୋମାଞ୍ଚକାରୀ ମେଗା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି। ୨୦୦୭ ପରେ ଭାରତ ଦ୍ୱିତୀୟ ଥରପାଇଁ ହାସଲ କରିଛି ଟି୨୦ ବିଶ୍ୱକପ୍ ଟ୍ରଫି। ଏହି ଅବସରରେ ଚାମ୍ପିୟନ ଦଳର ମୁଖ୍ୟ କୋଚ ଦାୟିତ୍ୱରେ ଥିବା ରାହୁଲ ଡ୍ରାଭିଡ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଖେଳାଳି ଭାବେ ବିଶ୍ୱକପ୍ ଟ୍ରଫି ଜିତିପାରି ନ ଥିଲି ହେଲେ ଦଳର କୋଚ ଭାବେ ବିଶ୍ୱପକ୍ ଟ୍ରପି ଜିତିପାରିଥିବା ପ୍ରକାଶ […] The post ପୂରଣ ହେଲା ରାହୁଲ ଦ୍ରାବିଡଙ୍କ ଦୀର୍ଘ ଦିନର ସ୍ବପ୍ନ appeared first on Dharitri Odia News.
ବ୍ରିଜଟାଉନ,୩୦ା୬: ଶନିବାର ଅନୁଷ୍ଠିତ ଟି୨୦ କ୍ରିକେଟ କପ୍ର ରୋମାଞ୍ଚକାରୀ ମେଗା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି। ୨୦୦୭ ପରେ ଭାରତ ଦ୍ୱିତୀୟ ଥରପାଇଁ ହାସଲ କରିଛି ଟି୨୦ ବିଶ୍ୱକପ୍ ଟ୍ରଫି। ଏହି ଅବସରରେ ଚାମ୍ପିୟନ ଦଳର ମୁଖ୍ୟ କୋଚ ଦାୟିତ୍ୱରେ ଥିବା ରାହୁଲ ଡ୍ରାଭିଡ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଖେଳାଳି ଭାବେ ବିଶ୍ୱକପ୍ ଟ୍ରଫି ଜିତିପାରି ନ ଥିଲି ହେଲେ ଦଳର କୋଚ ଭାବେ ବିଶ୍ୱପକ୍ ଟ୍ରପି ଜିତିପାରିଥିବା ପ୍ରକାଶ କରିଛନ୍ତି। ଏଥି ସହ ରାହୁଲ ଦ୍ରାବିଡଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି।
ଅନ୍ୟପକ୍ଷେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ତାଙ୍କୁ ବିଜୟ ସହ ଭାରତୀୟ ଟିମ୍ ବିଦାୟ ଜଣାଇଛନ୍ତି। ଏପରିକି ପଡିଆରେ ଖେଳାଳି ଦ୍ରାବିଡଙ୍କ ତୋଳି ଧରି ଶୁଭେଚ୍ଛା ଜଣାଇଛନ୍ତି।
The post ପୂରଣ ହେଲା ରାହୁଲ ଦ୍ରାବିଡଙ୍କ ଦୀର୍ଘ ଦିନର ସ୍ବପ୍ନ appeared first on Dharitri Odia News.