୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଆରସି
ବଲାଙ୍ଗୀର, ୭।୮(ସୁନୀଲ ମହାନ୍ତି): ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବଲାଙ୍ଗୀର ଜିଲା ଦେଓଗାଁ ବିଆରସି ମଧୁସୂଦନ ପଟେଲ। ବଲାଙ୍ଗୀର ପ୍ୟାଲେସ ଲାଇନର ଏମଡି ଆଶିଷ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଦେଓଗାଁ ଅଫିସ ଭିତରେ ତାଙ୍କଠାରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଲାଟ୍ରିନ ବିଲ ପାସ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡିଛି। ବଲାଙ୍ଗୀର ଓ […] The post ୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଆରସି appeared first on Dharitri Odia News.
ବଲାଙ୍ଗୀର, ୭।୮(ସୁନୀଲ ମହାନ୍ତି): ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବଲାଙ୍ଗୀର ଜିଲା ଦେଓଗାଁ ବିଆରସି ମଧୁସୂଦନ ପଟେଲ। ବଲାଙ୍ଗୀର ପ୍ୟାଲେସ ଲାଇନର ଏମଡି ଆଶିଷ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଦେଓଗାଁ ଅଫିସ ଭିତରେ ତାଙ୍କଠାରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଲାଟ୍ରିନ ବିଲ ପାସ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡିଛି। ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ ଚଢାଉ କରିଥିଲେ।
The post ୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଆରସି appeared first on Dharitri Odia News.