୫-୬ ଆତଙ୍କବାଦୀ କିଛି ଦିନ ପୂର୍ବରୁ ପହଲଗାମରେ ପହଞ୍ଚିଥିଲେ

ନୂଆଦିଲ୍ଳୀ : ପହଲଗାମରେ ପର୍ଯ୍ୟଟକଙ୍କ ଉପ‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାବଦ୍ଧ। ଗୁଇନ୍ଦା ସୂଚନାନୁଯାୟୀ ଏହି ଆକ୍ରମଣ‌ରେ ୫ରୁ ୬ ଆତଙ୍କବାଦୀ ସମ୍ପୃକ୍ତ । ଏଥିରେ କିଛି ବିଦେଶୀ ଆତଙ୍କବାଦୀ ବି ସାମିଲ। ସେମାନେ ପାକିସ୍ତାନୀ ବୋଲି ବିଶ୍ବାସ କରାଯାଉଛି। ସେମାନେ କିଛି ଦିନ ପୂର୍ବରୁ ପହଲଗାମରେ ପହଞ୍ଚିଥିଲେ ଏବଂ ଅଞ୍ଚଳରେ କେଉଁ ସ୍ଥାନରେ ରହି ଆକ୍ରମଣ କଲେ ସୁବିଧା ହେବ ସେନେଇ ଅନୁଧ୍ୟାନ କରିଥିଲେ। ଏଲ୍‌ଇଟି ଉପମୁଖ୍ୟ ଏବଂ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସୟିଦର ଘନିଷ୍ଠ […]

୫-୬ ଆତଙ୍କବାଦୀ କିଛି ଦିନ ପୂର୍ବରୁ ପହଲଗାମରେ ପହଞ୍ଚିଥିଲେ

ନୂଆଦିଲ୍ଳୀ : ପହଲଗାମରେ ପର୍ଯ୍ୟଟକଙ୍କ ଉପ‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାବଦ୍ଧ। ଗୁଇନ୍ଦା ସୂଚନାନୁଯାୟୀ ଏହି ଆକ୍ରମଣ‌ରେ ୫ରୁ ୬ ଆତଙ୍କବାଦୀ ସମ୍ପୃକ୍ତ । ଏଥିରେ କିଛି ବିଦେଶୀ ଆତଙ୍କବାଦୀ ବି ସାମିଲ। ସେମାନେ ପାକିସ୍ତାନୀ ବୋଲି ବିଶ୍ବାସ କରାଯାଉଛି। ସେମାନେ କିଛି ଦିନ ପୂର୍ବରୁ ପହଲଗାମରେ ପହଞ୍ଚିଥିଲେ ଏବଂ ଅଞ୍ଚଳରେ କେଉଁ ସ୍ଥାନରେ ରହି ଆକ୍ରମଣ କଲେ ସୁବିଧା ହେବ ସେନେଇ ଅନୁଧ୍ୟାନ କରିଥିଲେ। ଏଲ୍‌ଇଟି ଉପମୁଖ୍ୟ ଏବଂ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସୟିଦର ଘନିଷ୍ଠ ସହଯୋଗୀ ସୈଫୁଲ୍ଲା କସୁରୀ ପହଲଗାମ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ୍‌ ବୋଲି କୁହାଯାଉଛି। ଆକ୍ରମଣ ପାଇଁ ପୂର୍ବରୁ ଯୋଜନା ହୋଇଥିଲା