୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ

ଭୁବନେଶ୍ୱର : ଟିଟିଲାଗଡରେ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଗୁରୁବାର ଜବତ ହୋଇଛି । ଜାଲ ନୋଟ୍‌ ରାକେଟ ଠାବ ହେବା ସହ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ ହୋଇଛି। ଟିଟିଲାଗଡରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ଟିମ୍‌ । ହାଇ କ୍ୱାଲିଟି ଜାଲ୍‌ ନୋଟ୍‌ ଛାପୁଥିବା ନେଇ ଏସଟିଏଫ ଟିମ୍‌ ଖୋଳତାଡ କରୁଛି। ଆନ୍ତଃରାଜ୍ୟ […]

୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ

ଭୁବନେଶ୍ୱର : ଟିଟିଲାଗଡରେ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଗୁରୁବାର ଜବତ ହୋଇଛି । ଜାଲ ନୋଟ୍‌ ରାକେଟ ଠାବ ହେବା ସହ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ ହୋଇଛି। ଟିଟିଲାଗଡରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ଟିମ୍‌ । ହାଇ କ୍ୱାଲିଟି ଜାଲ୍‌ ନୋଟ୍‌ ଛାପୁଥିବା ନେଇ ଏସଟିଏଫ ଟିମ୍‌ ଖୋଳତାଡ କରୁଛି। ଆନ୍ତଃରାଜ୍ୟ ଲିଙ୍କ୍‌ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି।

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ