୬ ଦଫା ଦାବିକୁ ମାନିଲେ ସରକାର

ଭୁବନେଶ୍ବର : ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ । ଶେଷରେ ମାଆ ମାନଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ... The post ୬ ଦଫା ଦାବିକୁ ମାନିଲେ ସରକାର appeared first on .

୬ ଦଫା ଦାବିକୁ ମାନିଲେ ସରକାର

ଭୁବନେଶ୍ବର : ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ । ଶେଷରେ ମାଆ ମାନଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ସରକାର। ୬ ଗୋଟି ଦଫା ଦାବିକୁ ମାନିଲେ ସରକାର। ଆସନ୍ତା କାଲି ଠାରୁ କାର୍ଯ୍ୟରେ ଯୋଗଦେବା ପାଇଁ ନିବେଦନ କରାଯାଇଛି । ସରକାର ଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଲେ ସଂଘର ଅଧକ୍ଷ ସୁବାସ ସିଂହ। ଡିସେମ୍ବର ୩୦  ଭିତରେ ପର୍ଯ୍ୟାୟ କ୍ରମେ ବକୟା ଦରମା ମିଳିବାର ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର। ସେଥିପାଇଁ ଏବେ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତି ନେଲା ସଂଘ ବୋଲି ସୂଚନା ଦେଲେ ସଂଘ ସଭାପତି ଓ ଚେୟାର ମ୍ୟାନ ।

The post ୬ ଦଫା ଦାବିକୁ ମାନିଲେ ସରକାର appeared first on .