୬୦ ବର୍ଷ ପରେ ବୃଦ୍ଧା ପିନ୍ଧିଲେ ବିବାହ ଦିନର ପୋଷାକ,ବୃଦ୍ଧ ସ୍ବାମୀ ଦେଲେ ଏଭଳି ପ୍ରତିକ୍ରିୟା ଯେ ଦେଖିଲେ…
କଥାରେ ଅଛି ‘ଜୀବନ ଏକ ସୁନ୍ଦର ଅନୁଭବ, ସଠିକ୍ ଭାବେ ଜିଇଁଲେ ଏହାର ମଜା ମିଳିଥାଏ। ଅନେକ ଲୋକ ନିଜ ଜୀବନସାଥୀଙ୍କ ସହ ଖୁସିରେ ବୈବାହିକ ଜୀବନ ଅତିବାହିତ କରିବା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଥାନ୍ତି। କିଛି ଏଭଳି ଦୃଶ୍ୟ ଆଜିର ଏହି କାହାଣୀରେ ଆପଣ ଦେଖିବାକୁ ପାଇବେ। ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମର ମୂହୁର୍ତ୍ତ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ମହିଳା ନିଜ ବିବାହର ୬୦ […] The post ୬୦ ବର୍ଷ ପରେ ବୃଦ୍ଧା ପିନ୍ଧିଲେ ବିବାହ ଦିନର ପୋଷାକ,ବୃଦ୍ଧ ସ୍ବାମୀ ଦେଲେ ଏଭଳି ପ୍ରତିକ୍ରିୟା ଯେ ଦେଖିଲେ… appeared first on Dharitri Odia News.
କଥାରେ ଅଛି ‘ଜୀବନ ଏକ ସୁନ୍ଦର ଅନୁଭବ, ସଠିକ୍ ଭାବେ ଜିଇଁଲେ ଏହାର ମଜା ମିଳିଥାଏ। ଅନେକ ଲୋକ ନିଜ ଜୀବନସାଥୀଙ୍କ ସହ ଖୁସିରେ ବୈବାହିକ ଜୀବନ ଅତିବାହିତ କରିବା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଥାନ୍ତି। କିଛି ଏଭଳି ଦୃଶ୍ୟ ଆଜିର ଏହି କାହାଣୀରେ ଆପଣ ଦେଖିବାକୁ ପାଇବେ। ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମର ମୂହୁର୍ତ୍ତ ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ମହିଳା ନିଜ ବିବାହର ୬୦ ବର୍ଷ ପରେ ପୁଣିଥରେ ପୂର୍ବ ଦିନକୁ ମନେ ପକାଇ ବିବାହ ପୋଷାକ ପିନ୍ଧିଛନ୍ତି। ଏହାକୁ ଦେଖି ବୃଦ୍ଧ ସ୍ବାମୀ ଖୁସିରେ ବିଭୋର ହୋଇଯାଉଛନ୍ତି। ଏହି ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଟୁଇଟରରେ ଭାଇରାଲ ହେଉଥିବା ଭିଡିଓକୁ ଲୋକେ ବେଶ ପସନ୍ଦ କରୁଛନ୍ତି। ଏଯାବତ ଏହାକୁ ୯.୩ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ୧.୩ ହଜାର ଲୋକ ବେଶ ପସନ୍ଦ କରିଛନ୍ତି।
They spent a beautiful life together!
Read More